ହରଭଙ୍ଗା (ସୁଶାନ୍ତ କୁମାର ବେହେରା) ନିଆରା ବିବାହ । ବିବାହ ପାଇଁ ବରଯାତ୍ରୀ ସହ ଜେସିପି ରେ ବସି କନ୍ୟା ଘରକୁ ଗଲେ ବର । ସାନ ଭାଇ ର ଇଛା ପୂରଣ ପାଇଁ ଜେସିବି ରେ ବସି ବିବାହ କରିବା ପାଇଁ ଗଲେ ବର । ବୌଦ୍ଧ ଜିଲ୍ଲା ଛତରଙ୍ଗ ଗ୍ରାମର ଗଙ୍ଗାଧର ବେହେରା ନୟାଗଡ଼ ଜିଲ୍ଲାର କିଆଝର ଗ୍ରାମ କୁ ବିବାହ ପାଇଁ ଗତ ୩୦ତାରିଖ ରେ ଯାଇଥିଲେ । ବଡ଼ ଆଶ୍ଚର୍ଯ୍ୟ ର କଥା ଯେ ବର ଏଠି କାର କି ଘୋଡ଼ାଗାଡି ନୁହେଁ ଜେସିବ ରେ ବସି କନ୍ୟାଘର କୁ ବାହାହେବା ପାଇଁ ଯାଇଥିଲେ । ଏଭଳି ନିଆରା ଦୃଶ୍ୟକୁ ଏବେ ସୋସିଆଲ ମିଡିଆ ରେ ଭାଇରଲ ହେବାରେ ଲାଗିଛି । ସୂଚନା ମୁତାବକ ବୌଦ୍ଧ ଜିଲ୍ଲାର ଛତରଙ୍ଗ ଗ୍ରାମର ଗଙ୍ଗାଧର ବେହେରା ଗତ ୩୦ତାରିଖ ରେ ବିବାହ ପାଇଁ ନୟାଗଡ଼ ଜିଲ୍ଲା କିଆଝର ଗ୍ରାମ କୁ ଯାଇଥିଲେ । ସେଠାରେ ପହଁଚିବା ପରେ ଏକ ସୁସଜିତ ଜେସିବି ରେ ଗଙ୍ଗାଧର ଙ୍କୁ ବସାଇ ବିବାହ ପାଇଁ ବରଯାତ୍ରୀ ବାହାରିଥିଲା । ସତ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଘଟଣା କିଛି ଏଭଳି ଥିଲା ଛତରଙ୍ଗ ଗ୍ରାମର ଗଙ୍ଗାଧର ଙ୍କ ସାନ ଭାଇ ଭଗବାନ ବେହେରା ସେ ଜଣେ କୁଶଳୀ ଜେସିବି ଅପରେଟର । ବାହାଘର ଠିକି ହେବାର ୬ମାସ ପୂର୍ବରୁ ସାନଭାଇ ଭଗବାନ ବଡ ଭାଇ ଗଙ୍ଗାଧରଙ୍କୁ କହିଥିଲେ ଯେ ଭାଇ ଙ୍କ ବିବାହରେ ବରଯାତ୍ରୀ ଯିବ ହେଲେ କିଛି ନିଆରା ଢଙ୍ଗରେ । ଯେହେତୁ ମୁଁ ଜେସିବି ଅପରେଟର ତେଣୁ ଘୋଡା ଗାଡି କି କାର ନୁହେଁ ମୁଁ ଭାଇଙ୍କୁ ଜେସିବି ରେ ବସାଇ ବିବାହ କରିବା ପାଇଁ ନେବି । ଶେଷରେ ବଡ ଭାଇ ଙ୍କୁ ସାନ ଭାଇ ସୁସଜିତ ଜେସିପି ରେ ବସାଇ ବିବାହ ପାଇଁ କନ୍ୟାଘରକୁ ନେଇ ଥିଲେ । ଏଘଟଣା ଏବେ ଅଞ୍ଚଳ ରେ ଚର୍ଚ୍ଚା ର ବିଷୟ ପାଲଟିଛି ।

Post a Comment