ନୂଆପଡ଼,(ପରମେଶ୍ୱର ମେହେର) ଗୋଟିଏ ପଟେ ଚାଷୀ ମୂଲିଆ ଓ ଶ୍ରମିକ ମାନଙ୍କୁ ଦେଶର ମେରୁଦଣ୍ଡ କହୁଥିବା ବେଳେ ଅନ୍ୟ ରାଜ୍ୟ ମାନଙ୍କ ରେବାର୍ଦ୍ଧକ୍ୟ , ବିଧବା,ଦିବ୍ୟାଙ୍ଗ ଜନିତ ଲୋକମାନେ ଦୁଇ ରୁ ତିନି ହଜାର ଭତ୍ତା ଟଙ୍କା ପାଉଥିବା ବେଳେ,ଓଡ଼ିଶା ରେ ପାଞ୍ଚ ସହ ରୁ ସାତ ଶହ ଭତ୍ତା ଟଙ୍କା ପାଉଛନ୍ତି ଭତ୍ତା ପାଉଥିବା ଲୋକମାନେ , ଯାହାକି ଆଜିର ଦରବୃଦ୍ଧି ସମୟରେ ଏକ ଗରିବ ଲୋକଙ୍କ ପାଇଁ ମଧ୍ୟ ନିମ୍ନ ରୁ ନିମ୍ନ ମୂଲ୍ୟ ଅଟେ। ଏହି ବିଷୟକୁ ସରକାରଙ୍କୁ ଜଣାଇବା ପାଇଁ ବରିଷ୍ଟ ନାଗରିକ ଚାରିଟେବୁଲ ଟ୍ରଷ୍ଟ ଖଡ଼ିଆଳ ପକ୍ଷରୁ ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ କରଙ୍ଗାମାଳ ପଂଚାୟତର ଭତ୍ତା ପାଉଥିବା ଲୋକମାନଙ୍କୁ ଏକତ୍ରିତ କରି କରଙ୍ଗାମାଲ ବଜାର ସମ୍ମୁଖରୁ କରଙ୍ଗାମାଲ ପଞ୍ଚାୟତ ପର୍ଯ୍ୟନ୍ତ ରାଲି କରି ଅନେକ ନାରାବାଜି ସହ ଗୀତ ମାଧ୍ୟମରେ ମଧ୍ୟ ନାରାବାଜି କରିବା ପରେ ପଞ୍ଚୟାତ୍ ସମ୍ମୁଖରେ କରଙ୍ଗାମାଲ ନାଏବ ସରପଞ୍ଚ ତାରାମଣି ମାଝୀ ଙ୍କୁ ପାଞ୍ଚ ଦଫା ଦାବିପତ୍ର ପ୍ରଦାନ କରିଥିଲେ।ସେହି ଦାବି ଗୁଡ଼ିକ ହେଉଛି ଭତ୍ତା ବୃଦ୍ଧି ପାଞ୍ଚ ସହ ତାଙ୍କ ରୁ ପାଞ୍ଚ ହଜାର ଟଙ୍କା,ଭତ୍ତା ଟଙ୍କା ବ୍ୟାଙ୍କ୍ ରେ ନା ଦେଇ ଗ୍ରାମପଞ୍ଚାୟତ କର୍ମଚାରୀଙ୍କ ଦ୍ବାରା ବଣ୍ଟନ,ଋତୁକାଳୀନ ଅସ୍ଥାୟୀ ଜରାଶ୍ରମ,ତୀର୍ଥ ଯାତ୍ରା ପାଇଁ ଓଡ଼ିଶାରେ ଭ୍ରମଣ ଓ ପଞ୍ଚାୟତ ସମିତି ପ୍ରତି ବାର୍ଷିକ ପାଞ୍ଚ ଟି ବସର ବ୍ୟବସ୍ଥା।ଏହି ଦାବି ଗୁଡ଼ିକ ପୂରଣ ନ ହେଲେ ଆଗାମୀ ଦିନରେ ରାଜରାସ୍ତାରେ ଓହ୍ଲାଇବା ପାଇଁ ବିଭାଗୀୟ ଅଧିକାରୀ ଙ୍କୁ ଚେତାବନୀ ଦେଇଛନ୍ତି।ଏହି କାର୍ଯ୍ୟକ୍ରମରେ ବରିଷ୍ଟ ନାଗରିକ ଚାରିଟେବୁଲ ଟ୍ରଷ୍ଟ ଖଡ଼ିଆଳ ର ସଭାପତି ଠାକୁର ଦାସ ମହାନନ୍ଦ,ସମ୍ପାଦକ ଭ୍ରମର ବାଗ, କୋଷାଧ୍ୟକ ଡିଙ୍ଗର ମାଝୀ,ସହ ସମ୍ପାଦକ ହରିଶଙ୍କର ତାଣ୍ଡି,ଶିବରାମ ତାଣ୍ଡି,ସୁଧ ସାଗର,ଭୋଲେଶ୍ୱର୍ ଜାଲ,ସଭ୍ୟା ସୁକାନ୍ତି ପଣ୍ଡା,ଉପସଭାପତି ଭୂମିଶୁତା ଦଳପତି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ।

Post a Comment