ସୁବର୍ଣ୍ଣପୁର (ଗଣପତି ବାଘ) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ କୁକିଆ ଗାଁ ନିକଟ ମେନକା ଜୋରରେ ବୁଡି ଜଣେ ବୃଦ୍ଧଙ୍କ ମୃତ୍ୟୁ । ମୃତକ ଜଣକ ହେଲେ କୁକିଆ ଗାଁ ର ଗୋବିନ୍ଦ ବାଗ ବୋଲି ଜଣାପଡିଛି ।ଆଜି ସକାଳୁ ଗୋବିନ୍ଦ ମେନକା ଜୋରକୁ ଶୌଚ ପାଇ ଯାଇଥିଲେ । ସେଠାରେ ଶୌଚ କରୁଥିବା ସମୟରେ ସେ ପାଣିରେ ବୁଡି ଯାଇଥିଲେ । ପରେ ପାଣିରେ ଭାସୁଥିବା ଅବସ୍ଥା ରେ ସ୍ଥାନୀୟ ଲୋକେ ଗୋବିନ୍ଦ ଙ୍କୁ ଦେଖି ଉଦ୍ଧାର କରିଥିଲେ ଓ ପୋଲିସ କୁ ଖବର ଦେଇଥିଲେ । ପରେ ଉଲୁଣ୍ଡା ପୋଲିସ ଘଟଣାସ୍ଥଳକୁ ପହଞ୍ଚି ଅନୁସନ୍ଧାନ ଜାରି ରଖିଛି ।

Post a Comment