ଲଡ଼ୁଗାଁ ଅମ୍ବେଦକର ଜୟନ୍ତୀରେ ବେଣୁ ଦୁର୍ଗା ସମ୍ମାନିତ


ଭବାନୀପାଟଣା ୦୧/୦୫ (ଶ୍ୟାମସୁନ୍ଦର ମାଝୀ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ଲଡୁଗାଁ ଠାରେ ୧୩୨ତମ ବିଶ୍ଵରତ୍ନ ,ଭାରତୀୟ ସମ୍ବିଧାନ ପ୍ରଣେତା ,କଳ୍ପପ୍ରବର୍ତ୍ତକ, ବୌଦ୍ଧିସତ୍ତ୍ଵ,ଜ୍ଞାନ ର ପ୍ରତୀକ ଅଗଣ ତି ଜନତାର ସ୍ଵର ସୋଷିତ ନିଷ୍ପେସିତ ଦଳିତ ସମସ୍ତ ସମଜ ର ମୁକ୍ତି ଦାତା ୧୩୨ ତମ ବିଶ୍ବ ରତ୍ନ ବାବା ସାହେବ ଡ଼ଃ:ଭୀମ ରାଓ ଅମ୍ବେଦକର ଙ୍କ ଜୟନ୍ତୀ ବହୁତ୍ ସୁନ୍ଦର୍ ଆନନ୍ଦ ଉଲ୍ଲାସ ର ସହ ଧୁମ୍ ଧାମ୍ ରେ ପାଳନ ହୋଇଥିଲା । ଏଥିରେ ଯୁବସମାଜ ସେବୀ ଭାବାରେ ସମ୍ମାନିତ ହେଲେ ବେଣୁ ଦୁର୍ଗା। ଅଞ୍ଚଳ ବାସି ଓ ତାଙ୍କ ସମର୍ଥକ ମହଲରେ ଖୁସିର ଲହରୀ ଖେଳି ଯାଇଛି । ଛାତ୍ର ଜୀବନରୁ ସର୍ବଦା ସମାଜ ସେବାରେ ଲାଗିପଡିଛନ୍ତି । ଲୋକ ଙ୍କ ସେବା ତାଙ୍କ ଜୀବନ ସମର୍ପିତ କରିଛନ୍ତି । ଅନେକ ନିରୀହ ଗରିବ ଲୋକଙ୍କୁ ସେବା କରି ଆସିଛନ୍ତି ।

Post a Comment

Previous Post Next Post