ହରଭଙ୍ଗା (ସୁଶାନ୍ତ କୁମାର ବେହେରା) ଜାଲ ସାଟିଫିକେଟ ଦେଇ ଅଙ୍ଗନବାଡି କର୍ମୀ ନିଯୁକ୍ତି ହୋଇଥିବା ନେଇ ବିଚାରଧୀନ ଥିବା ଦୋଷୀ କୁ ସୋମବାର ଦିନ ହରଭଙ୍ଗା JMFC କୋର୍ଟ ମାଜିଷ୍ଟେଟ ୩ ବର୍ଷ ଜେଲ ଦଣ୍ଡ ସହ 5ହଜାର ଜୋରିମନା କରିଥିବା ନେଇ ସୂଚନା ମିଳିଛି । ସୂଚନା ମତେ ହରଭଙ୍ଗା ଥାନା ଜବଲପୁର ଗ୍ରାମର ପୁଷ୍ପାଞ୍ଜଳି ଜଗଦଲା ନାମକ ଅଙ୍ଗନବାଡି କର୍ମୀ ବୌଦ୍ଧ ଜିଲ୍ଲା ସିଙ୍ଗାରି ହାଇସ୍କୁଲ ରୁ ଜାଲ ମେଟ୍ରିକ ସାଟିଫିକେଟ ଦେଇ ନିଯୁକ୍ତି ପାଇଥିବା ବେଳେ ଏହାକୁ ନେଇ ୨୦୧୪ ମସିହା ରେ ଅପର ପକ୍ଷ ଲୋକ ସୂଚନା ଅଧିକର ଆଇନ ବଳରେ କର୍ମୀ ଙ୍କ ନିଯୁକ୍ତି ତଥ୍ୟ ମାଗିଥିବା ବେଳେ ଏହା ଜାଲ ଥିବାଜାଣି ଉପରିସ୍ଥ ଅଧିକାରୀଙ୍କୁ ଅଭିଯୋଗ ସହ ଥାନା ରେ ମାମଲା ରୁଜୁ ହୋଇ ୯ ବର୍ଷ ହେଲା କୋର୍ଟ ରେ ବିଚାରଧୀନ ଥିଲା । ଏନେଇ ସୋମବାର ଦିନ ୧୦/୪/୨୦୨୩ ରିଖ ରେ ହରଭଙ୍ଗା JMFC ମାଜିରିଷ୍ଟେଟ ଶୁଭଙ୍କର ମହାନ୍ତି ସମସ୍ତ ତଥ୍ୟ କୁ ଆଧାର କରି ସେକ୍ସନ ବା ଆଇପିସି ଧାରା ୪୨୦/୪୬୫/ଓ ୪୬୬ ବଳରେ ଅଭିଯୁକ୍ତ ଅଙ୍ଗନବାଡ଼ି କର୍ମୀ ଙ୍କୁ ୩ ବର୍ଷ ଜେଲ ଦଣ୍ଡ ସହ ୫ ହଜାର ଟଙ୍କା ଜୋରିମାନା ହୋଇଥିବା ଜଣାପଡିଛି । ଏହି ମାମଲା କୁ ସରକାରୀ ଓକିଲ ଅଜିତ ପରିଡା ଓ ବିପକ୍ଷ ପକ୍ଷ ଓକିଲ ଅଜିତ କୁମାର ବାରିକ ମାମଲା ଲଢ଼ିଥିବା ଜଣାପଡିଛି ।

Post a Comment