ବାଲେଶ୍ୱର, (ପ୍ରଭାକର ମଲ୍ଲିକ) ବାମୋଡା ମା ଭଗବତୀ ପୂଜାକମିଟି ପକ୍ଷରୁ ସାସ୍କୃତିକ କାର୍ଯ୍ଯକ୍ରମ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଆମ୍ବଗଡିଆ ବିକାଶ ପରିଷଦର ସଭାପତି ଅନ୍ତର୍ଯ୍ଯାମି ମହାପାତ୍ର ସଭାପତିତ୍ବରେ ମୁଖ୍ଯ ଅତିଥି ଭାବେ ବସ୍ତା ମୁକ ବଧିର ସ୍ବତନ୍ତ୍ର ଆବାସିକ ବିଦ୍ଯାଳୟର ପ୍ରତିଷ୍ଠାତା ଅମର କୁମାର ପାଳ ମୁଖ୍ଯବକ୍ତା ଭାବେ ପୂର୍ବତନ ଶିକ୍ଷାଅଧିକାରୀ ଜୟନ୍ତକୁମାର ପାଣିଗ୍ରାହୀ।ସମ୍ମାନୀତ ଅତିଥି ଭାବେ ପୂର୍ଣ୍ଣଚନ୍ଦ୍ର ନାୟକ, କୃର୍ଷ୍ଣଚନ୍ଦ୍ର ଜେନା, ରବିନ୍ଦ୍ର ବେହେରା, ପୂର୍ବତନ ସରପଞ୍ଚ ସହଦେବ ସିଂ ପ୍ରମୁଖ ଯୋଗ ଦେଇଥିବା ବେଳେ କୁନିକୁନି ପୁଅଝିଅ ମାନଙ୍କୁନେଇ ନୃତ୍ଯ ପ୍ରତିଯୋଗିତା ହୋଇଥିଲା। ଭଜନ, ସମ୍ବଲପୁରୀ, ଓଡଶିନୃତ୍ଯ ପ୍ରତିଯୋଗିତାରେ କୃତି ପ୍ରତିଭା ଅର୍ଚ୍ଚନା ପ୍ରଧାନ,ସ୍ବସ୍ତିଟୋପା ମହାନ୍ତି,ଲିପ୍ସା ସାମନ୍ତରାୟ,।ପ୍ରାଚିପ୍ରିୟ ଦର୍ଶିନୀ ମଣ୍ତଳ,ଆଇସା ପଣ୍ତା,ରସ୍ମୀତା ଦାସଙ୍କୁ ଟ୍ରଫି ସହ ମାନପତ୍ର ଦେଇ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ। ବିଚାରକ ଭାବେ କୃର୍ଷ୍ଣଚନ୍ଦ୍ରଜେନା,ଜୟନ୍ତ ପାଣିଗ୍ରାହୀ, ଉପସ୍ଥିତ ଥିଲେ। ବେଦପାଠ ଚକ୍ରଧର ଆଚାର୍ଯ୍ଯ,କରିଥିବା ବେଳେ କମିଟିର ସଭାପତି ପରମାନନ୍ଦ ସାହୁ ପରିଚାଳନା ଦାଇତ୍ବ ବହନ କରିଥିଲେ। ରାଜାରାମ ସାହୁ,ମନୋଜ ସାହୁ, କଟସାହୁ ଓ କମିଟିର ସମସ୍ତ ସଦସ୍ଯ ଉପସ୍ଥିତ ଥିଲେ।

Post a Comment