କାହାଚାପରେଖାରଜ କଲେ କଣ୍ଟାମାଳ ବ୍ଲକ ଗୋଷ୍ଟି ଉନ୍ନୟନ ଅଧିକାରୀ
କଣ୍ଟାମାଳ:(ମନଧରକର୍ମୀ) ରଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ରାଜ୍ୟ କୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ହେଲେ ଉପରିସ୍ଥ ଅଧିକାରୀଙ୍କ ଖାମଖିଆଲି ମନୋଭାବ ପ୍ରଦର୍ଶନ ଯୋଗୁଁ ଅଜିପଯ୍ୟନ୍ତ ପାହାଚ ଓ ଗାଧୁଆ ଘର ନିର୍ମାଣ କରିବା ପାଇଁ ଅନେକ ଥର ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଠାରେ ଅଭିଯୋଗ କରି ଆସୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଗ୍ରାମବାସୀ ଅଭିଯୋଗ କରୁଛନ୍ତି, ଏହା ହେଉଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ବରଗାଁ ଗ୍ରାମପଞ୍ଚାୟତ ର ସୌରୀବେଙ୍ଗେସ୍ ଗ୍ରାମର କଥା ତୁରନ୍ତ ବୌଦ୍ଧ ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ତୁରନ୍ତ ପାହାଚ ଓ ଗାଧୁଆ ଘର ନିର୍ମାଣ କରିବା ପାଇଁ ଗ୍ରାମବାସୀ ଦାବି କରୁଛନ୍ତି।
ଏହି ଖବର ପ୍ରସାରଣ ହେବା ପରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ବରଗାଁ ଗ୍ରାମପଞ୍ଚାୟତ ର ମନଧର କର୍ମୀ ଜନଶୁଣାଣି ଆପ ରେ ଅଭିଯୋଗ କରିଥିଲେ। ହେଲେ କଣ ହେବ କଣ୍ଟାମାଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ କୌଣସି ଅଧିକାରୀ ଙ୍କୁ ତଦନ୍ତ ପାଇଁ ନପଠାଇ ଚିଠି ନମ୍ୱର ୧୫୮୦ ରେ ଖାରଜ କରି ଦେଇଛନ୍ତି। ଏଠାରେ ପ୍ରଶ୍ନ ଉଠୁଛି ଯେ କଣ ଦେଖି ଖାରଜ କଲେ କଣ୍ଟାମାଳ ବ୍ଲକଗୋଷ୍ଟି ଉନ୍ନୟନ ଅଧିକାରୀ। ଜିଲ୍ଲା ପ୍ରଶାସନ ଏହାର ଉଚ୍ଚସ୍ତରୀୟ ତଦନ୍ତ କରି ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ଗ୍ରାମବାସୀ ଦାବୀ କରୁଛନ୍ତି।
Post a Comment