ଭବାନୀପାଟଣା/କୋକସରା ୭/୪(ଶ୍ୟାମସୁନ୍ଦର ମାଝୀ) ପଶ୍ଚିମା ଝଡ଼ ପ୍ରଭାବରେ କୋକସରା ଅଞ୍ଚଳରେ ଗତ କିଛିଦିନ ହେବ ଅପରାହ୍ନରେ ଝଡ଼ ତୋପନ ସହ ତୁହାକୁ ତୁହା ବର୍ଷା ଲାଗି ରହିଛି । ଗୁରୁବାର ଅପରାହ୍ନ ଆମପାଣି କୋକସରା ବ୍ଲକ ର ବରାଡ଼ଙ୍ଗା,ବଡ଼ପୋଡାଗୁଡା ଏହି ପଂଚାୟତରେ ପ୍ରବଳ ଝଡ଼ ତୋପାନ ସହ କୁଆପଥର ବୃଷ୍ଟି ପାତ ହୋଇଛି । ଚାରି ଆଡେ କୁଆପଥର ମୋଟା ଚାଦର ଚାଇଁ ଯାଇଥିଲା । ଏମିତି କୁଆପଥର ବୃଷ୍ଟି ବିଗତ କିଛି ବର୍ଷ ମଧ୍ୟରେ ହୋଇନଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି । କୁଆପଥର ବର୍ଷାରେ ଆମପାଣି ପଞ୍ଚାୟତ କନ୍ଦାଗଡ଼ ଗାଁର କେତୁଚନ୍ଦ୍ର ମାଝୀ,ଅଖିଳ ମାଝୀ,ଅଭିନ ମାଝୀ, ଋଷିମଣି ମାଝୀ ଓ କୁମଚନ୍ଦ୍ର ମାଝିଙ୍କ ଘର ଛପର ଆରଭେଷ୍ଟ କ୍ଷତିଗ୍ରସ୍ତ ହୋଇଛି । ଏନେଇ ଆମଆଣି ପଞ୍ଚାୟତ ଭବାନୀ ଶଙ୍କର ପରୋହିତ,ଅଭିଯୋଗ କରିବା ସହ ସେମାନଙ୍କୁ ପ୍ରଶାସନ ପାଖରେ ସହାୟତା ଦାବୀ କରିଛନ୍ତି । ସେହି ପରି ଝଡ଼ତୋଫାନ ରେ ଆମପାଣି ଦେଇ ଯାଇଥିବା ଜାତୀୟ ରାଜପଥ ରାସ୍ତାରେ ଥିବା ବଡ଼ବଡ଼ ଗଛ ପଡି ଅଧିକ ସମୟ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା ।

Post a Comment