ଧର୍ମଗଡ : ବେହେରା,(ପ୍ରଦୀପ ସେଠୀଆ) ଧର୍ମଗଡ ବ୍ଲକ ବେହେରା ଗୋରୁ ବଜାର ପ୍ରାଙ୍ଗଣରେ ଦଣ୍ଡପାଟ ଯୁବ ସଂଗନର ପ୍ରଥମ ସ୍ଵନକ୍ଷତ୍ର ଉତ୍ସବ ପାଳିତ ହୋଇଛି। ସଙ୍ଗଠନ ର ସଭାପତି ଭବେଶ ଗଇନ୍ତାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଧର୍ମଗଡ ବ୍ଲକ ଅଧ୍ୟକ୍ଷା ବବିତା ପଟ୍ଟଯୋସି, ସମ୍ମାନିତ ଅତିଥି ଭାବେ କୋକସରା ଜିଲ୍ଲାପରିଷଦ ସଭ୍ୟ ହେମନ୍ତ ମାଝୀ, ପ୍ରଫେସର ଭୁବନେଶ୍ୱର ବେହେରା ଯୁବ ସଙ୍ଗଠନ ପୂର୍ବତନ ସଭାପତି ଚିନ୍ମୟ ବେହେରା , ସଂପାଦକ ଅବିନାଶ ମୁଣ୍ଡ, ପ୍ରିୟରଞ୍ଜନ ମୁଣ୍ଡ, ଶିକ୍ଷାବିତ ଭକ୍ତଚରଣ ଭୋଇ, ସିଚିତ୍ରା ଗୋପାଳ, ପୂର୍ବତନ ବ୍ଲକ ସଭାପତି ବଳରାମ ପୁଝାରୀ, ମୁଖ୍ୟବକ୍ତା ଭାବେ ଲଖିରମ ଅଗ୍ରୱାଲ , କଲେଜ ଅଧ୍ୟକ୍ଷ ନିର୍ମଳ ଚନ୍ଦ୍ର ନାଏକ ଯୋଗ ଦେଇ ସଙ୍ଗଠନର ସେବା କାର୍ଯ୍ୟକ୍ରମ କୁ ପ୍ରସଂଶା କରିଥିଲେ। କାର୍ଯ୍ୟକ୍ରମକୁ ଖିରସିନ୍ଧୁ ବାଣୁଆ ପରିଚାଳନା କରିଥିବା ବେଳେ ସଂଗଠନ ସଂପାଦକ ଭୁଜବଳ ନାଏକ ବିବରଣୀ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ରେ ଅଞ୍ଚଳ ଅନେକ ମନ୍ୟଗଣ ବ୍ୟକ୍ତି ଉପସ୍ଥିତି ରହିଥିବା ବେଳେ ସଙ୍ଗଠନର ତ୍ରୀଲୋକ ନାଥ ସିଂ ,ତରେସ ବିଶି, ଭିକାରୀ ଚରଣ ଗୋପାଳ, ସୁଶିଲ ନାଗ,ଖିରସିନ୍ଦୁ ବାଗ ପ୍ରମୁଖ ସହଯୋଗ କରି ଥିଲେ।

Post a Comment