ଭବାନୀପାଟଣା ୩୧/୩ (ଶ୍ୟାମସୁନ୍ଦର ମାଝୀ) ଜୟପାଟଣା ଗୋଷ୍ଠି ଶିକ୍ଷା ଅଧିନରେ ଥିବା ଅରେବେଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ଭଗବାନ ବେଣୁପାଣି ଙ୍କ ନେତୃତ୍ୱ ରେ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କ ର ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ମହାସମାରୋହ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସ୍କୁଲ ରେ ପଢୁଥିବା ଛାତ୍ର ଛାତ୍ରୀ ଙ୍କ ସଂଖ୍ୟା ୧୮୪ ରହିଥିବା ବେଳେ,ସେଥି ମଧ୍ୟରୁ ଅଷ୍ଟମ ଶ୍ରେଣୀ ଛାତ୍ର ଛାତ୍ରୀ ସଂଖ୍ୟା ୪୧,ଛାତ୍ର ସଂଖ୍ୟା ୨୦,ଛାତ୍ରି ସଂଖ୍ୟା ୨୧ ଏହି ଉତ୍ସବ ର ମୁଖ୍ୟ ଅତିଥି ଭାବେ ସଞ୍ଜୟ ମାଝୀ,ମୁଖ୍ୟ ବକ୍ତା ତଥା ସହ ଶିକ୍ଷକ କାର୍ତ୍ତିକ ଦୁର୍ଗା,ସହ ଶିକ୍ଷକ ହିତେଶ କୁମାର ବେହେରା, କନିଷ୍ଠ ଶିକ୍ଷୟତ୍ରୀ ପଲ୍ଲବୀ ପ୍ରୀୟସ୍ମିତା ପଣ୍ଡା,କନିଷ୍ଠ ଶିକ୍ଷକ ଜଗନ୍ନାଥ ଦୁର୍ଗା ଓ ସ୍କୁଲ ର ସମସ୍ତ ଛାତ୍ର ଛାତ୍ରୀ ମାଁ ମଙ୍ଗଳା ସ୍ଵଂୟ ସହାୟକ ଗୋଷ୍ଠୀର ସଭ୍ୟ ସଭ୍ୟା ପ୍ରାଥି ଏବଂ ଗୁରୁଜନ କାର୍ଯକ୍ରମ ରେ ଉପସ୍ଥିତ ରହିଥିଲେ । ପ୍ରଧାନ ଶିକ୍ଷକ ଭଗବାନ ବେଣୁପାଣି ଅତିଥି ମାନଙ୍କ ପରିଚୟ କରାଇବା ସହିତ ଛାତ୍ରଛାତ୍ରୀ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଓ ଶୁଭେଚ୍ଛା ଜ୍ଞାପନ କରିଥିଲେ । ମୁଖ୍ୟ ଅତିଥି ସଞ୍ଜୟ ମାଝୀ ଛାତ୍ରଛାତ୍ରୀ ମାନଙ୍କ ଉଦ୍ଦେଶ୍ୟ ରେ ତାଙ୍କ ବକ୍ତବ୍ୟ ରେ ଭବିଷ୍ୟତ କାର୍ଯ୍ୟ ପନ୍ଥା ଉପରେ ପୁଙ୍ଖାନୁ ପୁଙ୍ଖ ଭାବରେ କହିଥିଲେ,ଯେ ଛାତ୍ର ଛାତ୍ରୀ ପାଠ ପଢି ଆଗକୁ ବଢ଼ିବାରେ ପ୍ରୟାସ ଜାରି ରଖି ପାଠପଢା ପ୍ରତି ଧ୍ୟାନ ଦିଅନ୍ତୁ ଭଲ ମାର୍କ ରଖି ଉଚ୍ଚଶିକ୍ଷା ପାଇଁ ଚେଷ୍ଟା କରିବା ଖ୍ୟାତି ଅର୍ଜନ କରି ନାମ କରିବା ଆଶ୍ଵାସନ ଦେଇ ଉସ୍ଵାହିତ କରିଥିଲେ । ଏଥିରେ ସମସ୍ତ ଶିକ୍ଷକ ଓ ସ୍କୁଲ କମିଟି କୁ ଧନ୍ୟବାଦ ଦେଇଥିଲେ,୧୯୪୧ ମସିହା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅରେବେଡ଼ା ରେ ଅଷ୍ଟମ ଶ୍ରେଣୀ ଯାଏଁ ରହିଅଛି । ଏନେଇ ଅନେକ ଛାତ୍ର ଛାତ୍ରୀ ଅଷ୍ଟମ ଶ୍ରେଣୀ ପାଠ ଶେଷ କଳା ପରେ ସେମାନେ ଅନ୍ୟ ସ୍କୁଲ ଗୁଡିକ ରେ ସ୍ଥାନ ପାଇ ପାରୁଛନ୍ତି । ବିଦାୟ କାଳୀନ ସମ୍ବର୍ଦ୍ଧନା କାର୍ଯକ୍ରମ ସରିଲା ପରେ ସଭା ଉପସ୍ଥିତ ଓ ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ମଧ୍ୟାହ୍ନ ଭୋଜନ ଦିଆ ଯାଇଥିଲା,ଏହି କାର୍ଯ୍ୟକ୍ରମ କୁ ମାଁ ମଙ୍ଗଳା ସ୍ଵଂୟ ସହାୟକ ଗୋଷ୍ଠୀ ର ସଭ୍ୟ ସଭ୍ୟା ପ୍ରାଥିକା ରୂପଧର ଶବର ଓ କୁସୁମ ଶବର ସହଯୋଗ କରିଥଲେ,ଶେଷ ରେ କନିଷ୍ଠ ଶିକ୍ଷକ ଜଗନ୍ନାଥ ଦୁର୍ଗା ସଭାର ସମସ୍ତ ଅତିଥି ଓ ଉପସ୍ଥିତ ସମସ୍ତ ଙ୍କୁ ଧନ୍ୟବାଦ ଜଣାଇଥିଲେ।

Post a Comment