ଖଡ଼ିଆଳ,(ପରମେଶ୍ବର ମେହେର) ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପ ଖଡିଆଳ ବ୍ଳକ ଅନ୍ତର୍ଗତ ଶ୍ରୀ ବଳରାମ ପାଣି ପଞ୍ଚାୟତ ଆନୁକୁଲ୍ୟରେ ଚିନ୍ଦାଗୁଡା ପଞାୟତ ଅଫିସ ପ୍ରକୋଷ୍ଠ ରେ ସାୟୀ ସଭାପତି ବିଶ୍ଵାମିତ୍ର ବିଶି ଙ୍କ ସଭାପତିତ୍ବରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ମୂଖ୍ୟ ଅତିଥି ଭାବରେ ଖଡିଆଳ ଡିସଟ୍ରୁବ୍ୟୁଟେରି ମାଁ ଗାୟତ୍ରୀ ଜଳ ଆବଣ୍ଟନ କମିଟି ର ସ୍ଥାୟୀ ସଭାପତି ଶ୍ରୀରାମ ସମରେନ୍ର ସିଂ ବାରିକ ,ମୂଖ୍ୟ ବକ୍ତା ଭାବରେ ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପ ର ଅଧିକାରୀ ମନୋଜ କୁମାର ଦାସ ଓ ସମ୍ମାନିତ ଅତିଥି ଭାବେ ଡିସଟ୍ରୁବ୍ୟଟେରୀ ସାଧାରଣ ସମ୍ପାଦକ ସୁଶାନ୍ତ କୁମାର ବିଶି, ଏଇ ବାନେଶ୍ୱର ଛତ୍ରିଆ ,ଜେଇ ପ୍ରଦିପ କୁମାର ବାରିକ ଯୋଗଦାନ କରିଥିଲେ। ଉକ୍ତ ବୈଠକରେ ପାଣି ପଞ୍ଚାୟତ ସମ୍ବନ୍ଧୀୟ ବହୁମୁଖୀ ଅଭିଯୋଗ ଆପତି ଯଥା ଇଉଜିପିଆଇ କମ୍ପାନୀ ପକ୍ଷରୁ ହୋଇଥିବା କାଯ୍ୟ ଗୁଡ଼ିକ ଅତି ନିମ୍ନମାନର ଯାହା ଫଳରେ ସଠିକ୍ ଭାବରେ ପାଣି ବାହାରୁ ନଥିବା ବେଳେ ଚାଷୀ ଭାଇ ଓ ଭଉଣୀ ମାନଙ୍କ ଖରିଫ ବା ରବି ଭଳ ଭାବରେ ଉପାଦିତ ହେଉ ନାହିଁ । ତଥସଂଗେ ସଂଗେ ସବ ମାଇନ ର ଓ ମାଇନର ମଧ୍ୟ ନିମ୍ନମାନର ବୋଳି ବଳରାରାମ ପାଣି ପଞ୍ଚାୟତ କମିଟିର ସଭାପତି ବିଶ୍ୱମିତ୍ର ବିଶି ସଭା ମଧ୍ୟରେ ଅଭିଯୋଗ କରିଛନ୍ତି । କାର୍ଯ୍ୟକ୍ରମ ଚାଷୀ ଶମ୍ଭୁ କିଶୋର ଦଣ୍ଡସେନା, ପ୍ରଶାନ୍ତ କୁମାର ବାରିକ, ଜଗମୋହନ ବନଛୋର, ଗଜିନ ଜାଳ ଙ୍କ ସମେତ ସତାଧିକ ଚାଷୀ ଉପସ୍ଥିତ ଥିଲେ ।

Post a Comment