ଜଳେଶ୍ବର ୩୧/୩ (ଜଗନ୍ନାଥ ଗୋଛାୟତ) ୬୦ ନଂ ଜାତୀୟ ରାଜପଥରେ ଲକ୍ଷ୍ମଣନାଥ ରୋଡ ଟୋଲ ପ୍ଲାଜା ନିକଟରେ ନୂତନ କୋର୍ଟ ପରିସରରେ ଜଳେଶ୍ବର ଓକିଲ ସଂଘ ପକ୍ଷରୁ ଗତ ୨୫.୩.୨୦୨୩ ତାରିଖରେ ଅନୁଷ୍ଠିତ ନିର୍ବାଚନରେ ବିଜୟୀ ହୋଇଥିବା କର୍ମକର୍ତ୍ତା ମାନଙ୍କୁ ବିଧିବଦ୍ଧ ଭାବେ ଶପଥ ପାଠ କରାଇବା ପାଇଁ ଏକ ବୈଠକ ବାର ପରିସରରେ ଆଜି ବିଦାୟି ସଭାପତି ଅନୀଲ କୁମାର ପରିଡାଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ରୂପେ କୁଞ୍ଜ ବିହାରୀ ଦାସ ,ଉପସଭାପତି ରୂପେ ଭବାନୀ ଶଙ୍କର ଭଞ୍ଜ,ସମ୍ପାଦକ ରୂପେ ବିଜନ କୁମାର ଦେ ,ଯୁଗ୍ମ ସମ୍ପାଦିକା ରୂପେ ସବିତା ରାଣୀ ସାହୁ,ସହ ସମ୍ପାଦକ ରୂପେ ଜଗଦୀଶ ଚନ୍ଦ୍ର ପାଳ,କୋଷ।ଧ୍ୟକ୍ଷ ଭାବେ ବିନୋଦ କୁମାର ଗିରି, ଲାଇବ୍ରେରୀ ସମ୍ପାଦକ ରୂପେ ବୀରେନ୍ଦ୍ର ନାଥ ମହାନ୍ତି,ସହ ଲାଇବ୍ରେରୀ ସମ୍ପାଦକ ରୂପେ ରାମକୃଷ୍ଣ ନନ୍ଦୀ କାର୍ଯ୍ୟକାରିଣୀ ସଭ୍ୟ ରୂପେ ଅଜିତ କୁମାର ସୁର,ଅସିମ କୁମାର ଦେ, ବିଷ୍ଣୁପଦ ଦାସ ମହାପାତ୍ର, ଲକ୍ଷ୍ମୀ ନାରାୟଣପ୍ରାମାଣିକ,ରେଜିଆ ସୁଲତାନ ବେଗମ,ସରୋଜ କୁମାର ଭୂୟାଁ ଓ ସ୍ନିଗ୍ଧା ପାଣିଗ୍ରାହୀ ପ୍ରମୁଖ ନିର୍ବାଚିତ କର୍ମକର୍ତ୍ତା ମାନଙ୍କୁ ବିଦାୟି ସଭାପତି ଶ୍ରୀ ପରିଡା ଶପଥ ପାଠ କରାଇଥିଲେ।ଏହି ଅବସରରେ ଶପଥ ପାଠ ଉତ୍ସବରେ ମୁଖ୍ୟ ଅତିଥି ରୂପେ ସିନିୟର ସିଭିଲ ଜଜ ସୁଶୀଲ କୁମାର ସାହୁ,ସମ୍ମାନିତ ଅତିଥି ରୂପେ ସିଭିଲ ଜଜ ପାର୍ଥ ପ୍ରତୀକ ଓ ଜେ ଏମ ଏଫ ସି ସ୍ଵର୍ଣପ୍ରଭା ସ୍ବାଇଁ ପ୍ରମୁଖ ଯୋଗ ଦେଇ ବାର ଓ ବିଚାର ବିଭାଗୀୟ ବ୍ୟବସ୍ଥା ମଧ୍ୟରେ ସୁସମ୍ପର୍କ ରଖିବା ପାଇଁ ଆଇନଜୀବୀ ମାନଙ୍କୁ ପରାମର୍ଶ ଦେଇଥିଲେ।ଶେଷରେ ସମ୍ପାଦକ ବିଜନ କୁମାର ଦେ ଧନ୍ୟବାଦ ଅର୍ପଣ କରିଥିଲେ।

Post a Comment