ଜଳେଶ୍ବର ୨୪/୩ (ଜଗନ୍ନାଥ ଗୋଛାୟତ) ଛାତ୍ର ଙ୍କୁ ଘାରିଛି ବିଶ୍ବ ରେକର୍ଡ ର ନିଶା ।ଆଉ ପିଲାର ଏହି ଅଳିକୁ ପୂରଣ କରିବାକୁ ବାପା ପୁରା ଦମରେ ସହଯୋଗ କରୁଥିବା ଦେଖିବାକୁ ମିଳିଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ୬୦ ନମ୍ବର ଜାତୀୟ ରାଜପଥର ଚାଲନ୍ତି ଉପରେ। ସୂଚନା ଅନୁସାରେ ଛତିଶଗଡ଼ ରାଜ୍ୟ ର ଜବଦଲପୁର ମିନିଷ୍ଟ୍ରି ଅଫ ଡିଫେନ୍ସ ରେ କାର୍ଯ୍ୟରତ ହିମାଂଶୁ କୁମାର ଙ୍କ ଏକମାତ୍ର ପୁତ୍ର ତଥା ଜବଦଲପୁର କେନ୍ଦ୍ରୀୟ ବିଦ୍ୟାଳୟ ର ଦଶମ ଶ୍ରେଣୀ ର ଛାତ୍ର ହନଶତ ପଣ୍ଡିତ (୧୬)। ପିଲାଟି ଦିନରୁ ଗ୍ରିନିଜ ବୁକ୍ ରେ ରେକର୍ଡ ପାଇଁ ଚେଷ୍ଟିତ ଥିବା ହନଶତ ର ମନର ଇଚ୍ଛାକୁ ପୂରଣ କରିବାକୁ ବାପା ଚେଷ୍ଟା ଜାରି ରଖିଛନ୍ତି। ଦିଲ୍ଲୀ ରୁ ବାହାରି ଥିବା ହନଶତ ସାରା ଭାରତ ବର୍ଷ କୁ ଦୈ।ଡି ଦୈ।ଡି ପୁଣି ଦିଲ୍ଲୀ ରେ ପହଞ୍ଚି ଗ୍ରିନିଜ ଅଫ ଇଣ୍ଡିଆ ରେ ରେକର୍ଡ କରି ବିଶ୍ବ ଦରବାରରେ ଭାରତର ପ୍ରତିନିଧିତ୍ବ କରିବାକୁ ଆଶା ରଖିଛନ୍ତି। ତେବେ ଦୈ।ଡରେ ସାରା ଦେଶର ପିଲା ମାନଙ୍କୁ ମୋବାଇଲ ଠାରୁ ଦୂରରେ ରହିବାକୁ ବାର୍ତ୍ତା ଦେଇଛନ୍ତି। ତେବେ ସମୁଦାୟ ୬୦୦୦ କିଲୋମିଟର ଯିବାକୁ ଥିବା ବେଳେ ବର୍ତମାନ ସୁଦ୍ଧା ୪୩୦୦ କିଲୋମିଟର ଅତିକ୍ରମ କରିସାରିଥିବା ଜଣାପଡିଛି।

Post a Comment