ସୁବର୍ଣ୍ଣପୁର (ଗଣପତି ବାଘ) ଓଡ଼ିଶା ଡ୍ରାଇଭର ମହାସଂଘର ଡାକରା କ୍ରମେ ଆଜି ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ଡ୍ରାଇଭର ମହାସଂଘ ପକ୍ଷରୁ ୧୦ ଦଫା ଦାବି ପୂରଣ ନେଇଆଜି ସୋନପୁର ନିକଟ ୫୭ ନମ୍ବର ରାଜ୍ୟ ରାଜପଥ ଅର୍ଜୁନପୁର ଛକ ନିକଟରେ ଶତାଧିକ ଡ୍ରାଇଭର ସକାଳ ୬ ଘଟିକା ରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଷ୍ଟିୟରିଂ ଛାଡ ଆନ୍ଦୋଳନ ଆରମ୍ଭ କରିଛନ୍ତି ା ଏହି ଆନ୍ଦୋଳନରେ ଡ୍ରାଇଭର ମାନେ ଛୋଟ ମୋଟ ଗାଡ଼ି ତଥା ଅତ୍ୟାବଶ୍ୟକ ପରିବହନକୁ ବାଦ ଦେଲେ ମାଲବାହୀ ଟ୍ରକ ଏବଂ ଯାତ୍ରୀ ବାହୀ ବସ ଗୁଡିକ ବନ୍ଦକରି ଆନ୍ଦୋଳନ କରିଥିବା ବେଳେ ଘଟଣା ସ୍ଥଳରେ ସୋନପୁର ପୋଲିସ ଉପସ୍ଥିତ ରହି ପରିସ୍ଥିତି ଉପରେ ନଜର ରଖିଛନ୍ତି ା ବର୍ତମାନ ପର୍ଯ୍ୟନ୍ତ ଡ୍ରାଇଭର ସଂଘ ପକ୍ଷରୁ କୌଣସି ପ୍ରକାର ଅପ୍ରତିକର ପରିସ୍ଥିତି ଦେଖାଦେଇନଥିବା ବେଳେ ଶାନ୍ତିପୂର୍ଣ୍ଣ ଭାବରେ ପ୍ରତିବାଦ ଜଣାଇ ଆନ୍ଦୋଳନରେ ବସିଛନ୍ତି ଡ୍ରାଇଭର ସଂଘ ା

Post a Comment