ଠାକୁର ଘରୁ ୫ଫୁଟରନାଗସାପଉଦ୍ଧାର


ହରଭଙ୍ଗା :(ସୁଶାନ୍ତ କୁମାର ବେହେରା) ଠାକୁରଙ୍କ ଘରୁ ୫ ଫୁଟର ନାଗସାପ ଉଦ୍ଧାର । ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ତିଲେଶ୍ୱର ପଂଚାୟତ ମୂଷାଡ଼ ଗ୍ରାମର ଜ୍ଞାନେନ୍ଦ୍ର ପ୍ରଧାନଙ୍କ ଠାକୁର ଘରୁ ଏକ ନାଗ ସାପ ଦେଖି ଭୟଭୀତ ହେବା ସହିତ ଏନେଇ ସେ ସ୍ନେକ ହେଲ୍ପ ଲାଇନ କୁ ଖବର ଦେଇଥିଲେ । ଖବର ପାଇ ସ୍ନେକ ହେଲ୍ପ ଲାଇନ ସଦସ୍ୟ କୁଲୁ ସାହୁ ଜ୍ଞାନେନ୍ଦ୍ରଙ୍କ ଠାକୁର ଘରୁ ନାଗ ସାପଟିକୁ ଉଦ୍ଧାର କରିଥିବା ଜଣାପଡ଼ିଛି। ତେବେ ସାପଟି ୫ ଫୁଟର ହୋଇଥିବା ଜଣାପଡିଛି ।ସାପଟିକୁ ସ୍ଥାନୀୟ ଜଙ୍ଗଲରେ ଛଡ଼ାଯିବ ବୋଲି ସ୍ନେକ ହେଲ୍ପ ଲାଇନ ସଦସ୍ୟ ସୂଚନା ଦେଇଛନ୍ତି ।

Post a Comment

Previous Post Next Post