ପାଟଣାଗଡ: ୧୯/୦୨ (ଗଣେଶ ଦାସ ) ବଲାଙ୍ଗୀର ଜିଲ୍ଲା ପାଟଣାଗଡ ନିର୍ବାଚନ ମଣ୍ଡଳୀ ବେଲପଡା ବ୍ଲକ ର ବିଜେଡି ର ବରିଷ୍ଠ ନେତା ଦାମୋଦର ଯୋଶୀ ଙ୍କ ହୃଦଘାତରେ ଶନିବାର ପରଲୋକ ହୋଇଯାଇଛି । ଶ୍ରୀଯୋଶୀ ଜଣେ ଭଦ୍ର, ମିଳାପ, ଦୁଃଖ ସୁଖର ସାଥି, ତଥା ପାଟଣାଗଡ଼ ଅଞ୍ଚଳର ଜଣେ ଦକ୍ଷ ବିଜେଡି ନେତା ଭାବେ ବେଶ ଜଣା ସୁଣା । ଶ୍ରୀ ଯୋଶୀ ଙ୍କ ନିଜ ଗାଁ ରା଼ଡ଼ବାହାଲ ଠାରେ ପାଟଣାଗଡ ନିର୍ବାଚନ ମଣ୍ଡଳୀ ବିଜେଡି କର୍ମକର୍ତ୍ତା ଓ ଗ୍ରାମବାସୀ ମିଳିତ ଭାବେ ଶ୍ରଦ୍ଧାଞ୍ଜଳି ଞ୍ଜ୍ୟାପନ କରିବା ସହିତ ତାଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଦେବା ସହ ଆତ୍ମାର ସଦଗତି ନିମନ୍ତେ ୨ ମିନିଟ ନିରବ ପ୍ରାର୍ଥନା କରି ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ରା଼ଡ଼ବାହାଲ ଗ୍ରାମବାସୀ ବୃନ୍ଦ ସହ,ଗଣେଶ କୁମ୍ଭାର, ଆଲୋକ ପାଣିଗ୍ରାହୀ, ସରୋଜ ସେଠ(ମଣ୍ଡଳ ସରପଞ୍ଚ ),ଶିବାନନ୍ଦ ପରିଛା, କୁନା ପାଢ଼ୀ, ଜୟରାମ ମହାନନ୍ଦ, ଶୋଭାଙ୍ଗିନୀ ନିଆଲ, ପିକୁ ପାଣିଗ୍ରାହୀ, ଜଗନ୍ନାଥ ଖମାରି,ସରୋଜ ଯୋଶୀ,ବିଘ୍ନ ରାଜହଂସ, ଶିବ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Post a Comment