କଣ୍ଟାମାଳ:(ମନଧରକର୍ମୀ) ଆଜି ପବିତ୍ର କୁମ୍ଭ ସଂକ୍ରାନ୍ତି ଉପଲକ୍ଷେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ବରଗାଁ ଗ୍ରାମପଞ୍ଚାୟତର ଶିମିଲିଯୋରା ଗ୍ରାମରେ ଅଷ୍ଟ ପହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି। କର୍ତ୍ତା ଭାବରେ ଦିଲିପ ରଣା ଓ ତାଙ୍କ ପତ୍ନୀ କୈୟାବତି ରଣା ବସିଥିବା ବେଳେ ପୁରୋହିତ ଭାବରେ ଶ୍ୟାମସୁନ୍ଦର ନାୟକ କାର୍ଯ୍ୟ ତୁଲାଇ ଥିଲେ। ଅନେକ ଦୂରରୁ ଦର୍ଶକ ଦର୍ଶିକା ଦେଖିବକୁ ଆସି ଥିଲେ। ଓ ସମସ୍ତ ଙ୍କୁ ଡାକି ଡାକି ଗ୍ରାମବାସୀ ଅନ୍ନପ୍ରସାଦ ଦେଉଥିବା ଦେଖିବକୁ ମିଳିଛି।

Post a Comment