ଦାବ୍ରି ୟୁପି ସ୍କୁଲ ରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ


କଣ୍ଟାବାଞ୍ଜି (ଆଜତକ୍ ଓଡ଼ିଶା) ତୁରେକେଲା ବ୍ଲକ ଦାବ୍ରି ଗାଁ ୟୁପି ସ୍କୁଲ ଠାରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଇଯାଇଛି । ମୁଖ୍ୟ ଅତିଥି ଭାବେ ବୋରୋମାଲ ସ୍କୁଲ ର ଶିକ୍ଷକ ପ୍ରତାପ ଚନ୍ଦ୍ର କୁଅଁର ଯୋଗ ଦେଇ ପତକା ଉତ୍ତୋଳନ କରିଥିଲେ। ଏହି ଅବସରରେ ମାଁ ଦୁଆର୍ଶନି ୟୁଥ କ୍ଲବ ପକ୍ଷରୁ ବିଭିନ୍ନ ଖେଲ ପ୍ରତିଯୋଗୀତା ଆୟୋଜନ ହୋଇଥିଲା। ଏହି ପ୍ରତିଯୋଗିତାରେ ମାଁ ଦୁଆର୍ଶନି ୟୁଥ କ୍ଲବ ପକ୍ଷରୁ ଛାତ୍ର ଛାତ୍ରୀ ମାନଙ୍କୁ ଖାତା,କଲମ ଓ ସାର୍ଟିପିକେଟ ମଧ୍ୟ ପ୍ରଦାନ କରିଥିଲେ।ଏଥିରେ ଅତିଥି ଭାବରେ ମାଁ ଦୁଆର୍ଶନି ୟୁଥ କ୍ଲବ ର ସଭାପତି ରାଜୁ ଛତ୍ରିଆ ଓ ୟୁପି ସ୍କୁଲ ର ପ୍ରଧାନ ଶିକ୍ଷକ ପ୍ରେମାନନ୍ଦ ବରିହା, ଶିକ୍ଷକ ପ୍ରୋମାଦ ଦଳାଇ, ସିକ୍ଷୀୟତ୍ରି ମଞ୍ଜୁଲତା ଧାରୁଆ, ଗାଁ ର ୱାର୍ଡ ମେମ୍ବର ଲିଙ୍ଗରାଜ ସୁନା, ବନବାସ ମଲ୍ଲିକ, ୟୁଥ୍ କ୍ଳବ ଉପସଭାପତି ବୈକୁଠ,ସଂପାଦକ ନନ୍ଦୀ କିଶୋର ଚଦନ୍, କୋଷାଧ୍ୟକ୍ଷ ଜଗତ ରାମ ମଲ୍ଲିକ, ସହୋଜୋଗି ରୁଖ୍ୟ କର୍ତ୍ତା ଚନ୍ଦନ, ଲଖ୍ମନ୍ ଛତ୍ରିଆ ,ରୋହିତ ନାଗ ,ପ୍ରବୀଣ ସୁନା,ଦୁଃଖନାସନ୍ ମଲିକ, ଗୌତମ ଚଦନ୍, ଗଣେଶ ନାଗ ,ଓକିଲ ଚଦନ୍, ପ୍ରଧୁମ୍ ନିଆଁଲ୍, ଜୋଶବନ୍ତ ଚଦନ୍, ଜୁଜେସ୍ଟି ଚଦନ୍ ,କାର୍ତିକ ଛତ୍ରିଆ ପ୍ରମୁଖ ଉପସ୍ଥିତ ରହିଥିଲେ।



Post a Comment

Previous Post Next Post