ହରଭଙ୍ଗା,(ସୁଶାନ୍ତ କୁମାର ବେହେରା) ସରକାରୀ ଜାଗା ଉଛେଦ କାର୍ଯ୍ୟକ୍ରମ ଆଜି ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି!ବିଗତ ଦୁଇଦିନ ତଳେ ପ୍ରଥମ ପର୍ଯ୍ୟାୟ ରେ ହରଭଙ୍ଗା ବ୍ଲକ ଆଡ଼େଣିଗଡ଼ ଠାରେ ସରକାରୀ ଜାଗା ଉଛେଦ କାର୍ଯ୍ୟ ହୋଇଥିବା ବେଳେ ଆଜି ଦ୍ୱିତୀୟ ପର୍ଯ୍ୟାୟ ରେ ବlଣି ଭୂଷଣ ପୁର ପଂଚାୟତ ଚାରିଛକ ର NH 57 ଉଭୟ ପାର୍ଶରେ ସାଧାରଣ ଜନତା ଘର,ଦୋକାନ ଓ ବ୍ୟବସାୟ କରି ଆସୁଥିବା ଜାଗା ଗୁଡିକ ସରକାରୀ ନିର୍ଦେଶ କ୍ରମେ ହରଭଙ୍ଗା ତହସିଲ ର କର୍ମ ଚାରୀମାନେ ସରକାରୀ ଜାଗା ଚିହ୍ନଟ କରିଥିଲେ!ଓ ଯଥା ଶୀଘ୍ର ଜାଗା ଖାଲି କରିବାକୁ ଜନସାଧାରଣ ଙ୍କୁ ନିର୍ଦେଶ ଦେଇଥିଲେ।

Post a Comment