ହରଭଙ୍ଗା,(ସୁଶାନ୍ତ କୁମାର ବେହେରା) ଜିଲ୍ଲା ବିଜେପି ପକ୍ଷରୁ ହରଭଙ୍ଗା ମଣ୍ଡଳ ର ଏକ ବିଶେଷ ପ୍ରସ୍ତୁତି ବୈଠକ ମଣ୍ଡଳ ସଭାପତି ଶ୍ରୀ ତପନ କୁମାର ଡ।ଙ୍ଗ ଙ୍କ ସଭାପତିତ୍ବ ରେ ମଣ୍ଡଳ ପ୍ରବାସ ଯୋଜନା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଜିଲ୍ଲା ବିଜେପି ସଭାପତି ଶ୍ରୀ ବିପ୍ର ଚରଣ ମହାନ୍ତି ଯୋଗଦାନ କରିଥିବା ବେଳେ ଆସନ୍ତା ୧୮.୦୧.୨୩ ଦିନ ଜିଲ୍ଲା ବିଜେପି ପ୍ରଭାରୀ ଶ୍ରୀ ରାମ ଚନ୍ଦ୍ର ମେହେର ଯୋଗଦାନ୍ କରିବା ପାଇଁ ରାଜ୍ୟ ବିଜେପି ସଭାପତି ଙ୍କ ନିର୍ଦ୍ଦେଶ ଦେଇଛନ୍ତି। ଏଣୁ ଉକ୍ତ ବୈଠକରେ ଆସନ୍ତା ନିର୍ବାଚନ କୁ ଆଖିରେ ରଖି ମଣ୍ଡଳ ସ୍ତରରେ ସମସ୍ତ କର୍ମକର୍ତ୍ତା ମାନେ , ମଣ୍ଡଳ ର ଶକ୍ତିକେନ୍ଦ୍ର ସ୍ତରରେ ତ୍ରିଦେବ , ଓ ବୁଥ କମିଟି ଗଠନ କରି ତ୍ରିଦେବ ମାନଙ୍କୁ ନିର୍ଦ୍ଧିଷ୍ଟ ଦାୟିତ୍ଵ ବଣ୍ଟନ କରିବା ସହିତ ମଣ୍ଡଳ ସ୍ତରରେ ୧୫ ଗୋଟି ବିନ୍ଦୁ ଉପରେ ଆଧାରିତ ସମସ୍ତ ପ୍ରକାର କାର୍ଯ୍ୟକ୍ରମ କରିବା ପାଇଁ ଆଲୋଚନା ହୋଇଥିଲ।ଉକ୍ତ ପ୍ରସ୍ତୁତି ବୈଠକ ରେ ଜିଲ୍ଲା ବିଜେପି ସାଧାରଣ ସଂପାଦକ ଶ୍ରୀ ତାପସ କୁମାର ପଟ୍ଟନାୟକ ଙ୍କ ସହିତ ବିଜେପିର ବରିଷ୍ଟ ନେତା ତଥା ପୂର୍ବତନ ବିରୋଧୀଦଳ ନେତା ଶ୍ରୀ ସଚିଦା ନନ୍ଦ ଦଲାଲ, ପୂର୍ବତନ ଜିଲ୍ଲା ବିଜେପି ସଭାପତି ଶ୍ରୀ ମାଗୁଣି ଚରଣ ଗାଈ ଗୌରୀ ଆ, ଅଲେଖ ଦେହୁରୀ, ଅକ୍ଷୟ କୁମାର ସାହୁ , କାଇଁଚ ପ୍ରଧାନ, ସଚି ମହାକୁଡ, ଗଙ୍ଗା ପ୍ରଧାନଙ୍କ ସହିତ ମଣ୍ଡଳ କମିଟି ର ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ଥିଲେ ।

Post a Comment