ସୁବର୍ଣ୍ଣପୁର (ଗଣପତି ବାଘ) ସୁବର୍ଣ୍ଣପୁର ଜିଲ୍ଲା ରାମେଶ୍ୱର ଷ୍ଟାଡିୟମ ଠାରେ ୭୪ତମ ଜିଲ୍ଲା ସ୍ତରିୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ଓଡିଶା ସରକାରଙ୍କ ପଂଚାୟତୀ ରାଜ , ଜଙ୍ଗଲ ଓ ପରିବେଷ ମନ୍ତ୍ରୀ ପ୍ରଦୀପ ଅମାତ ଯୋଗଦାନ କରି ଜାତୀୟ ପତାକା ଉତୋଳନ କରିବା ସହିତ ମିଳିତ ପ୍ୟାରେଡ ଓ ଜିଲ୍ଲାର ବିଭିନ୍ନ ବିଭାଗର ପ୍ରଜ୍ଞାପନ ମେଢର ଅଭିବାଦନ ଗ୍ରହଣ କରିଥିଲେ । ଜିଲ୍ଲାବାସୀଙ୍କ ଉଦ୍ୟଶରେ ଉଦବୋଧନ ଦେଇ ସମୃଦ୍ଧ ସୁବର୍ଣ୍ଣପୁର ପରିଣତ କରିବାକୁ ଆହ୍ୱାନ କରିଥିଲେ । ପ୍ୟାରେଡ ପଡିଆରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସଂସୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିବା ବେଳେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶୀତା ଅର୍ଜନ କରିଥିବା ବ୍ୟକ୍ତି ବିଷେଶଙ୍କୁ ଜିଲ୍ଲାପ୍ରସାଶନ ପକ୍ଷରୁ ସମ୍ନାନିତ କରାଯାଇଥିଲା ।

Post a Comment