ବୌଦ୍ଧ :(ସୁଶାନ୍ତ କୁମାର ବେହେରା) ବୌଦ୍ଧ ଜିଲ୍ଲା ରେ ଶିକ୍ଷାର ବିକାଶ ପରିବର୍ତ୍ତେ ବିନାଶ ହେବାକୁ ବସିଲାଣି!ସତେ ଯେମିତି ଉପାନ୍ତ ଅଞ୍ଚଳ ଅଧିବାସୀ ଙ୍କ ସମାଜ ରେ ବଂଚିବା ଅଧିକାର ନାହିଂ। ଏମିତି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଜଙ୍ଗଲ ପରିବେଶ ଉପାନ୍ତ ଅଂଚଳ ସରକାରୀ ଉଚ୍ଚ ବିଦ୍ୟାଳୟ ସାତଖଣ୍ଡ ରେ। ସ୍କୁଲ ରେ ୯୧ଜଣ ଛାତ୍ର ଛାତ୍ରୀ ଥିବାବେଳେ ମାତ୍ର ୩ଜଣ ଶିକ୍ଷକ!ପୁଣି ପ୍ରଧାନ ଶିକ୍ଷକ ବର୍ଷ କୁ ଥରେ କି ଅଧେ ସ୍କୁଲ ରେ ଉପସ୍ଥିତ। କାହାର ବାହୁଭୁଜ ତଳେ ପିଲା ଙ୍କ ଭବିଷ୍ୟତ ଆନ୍ଦlରୀ ମୂଳକରେ ଠେଲି ଦିଆଯାଉଛି!ଏମିତି ଅନେକ ନଗ୍ନ ଚିତ୍ର ବୌଦ୍ଧ ଜିଲ୍ଲା ଶିକ୍ଷା ବିଭାଗ ରେ ଦେଖିବାକୁ ମିଳୁଛି!କେଉଁ ଜାଗାରେ ସ୍କୁଲ ସମୟରେ ଶିକ୍ଷକ, ଶିକ୍ଷୟିତ୍ରୀ ମୋବାଇଲ ରେ ଗପୁଥିବା ବେଳେ କେଉଁ ଜାଗାରେ ମଦ୍ୟ ପାନ କରି ପିଲାଙ୍କୁ ପାଠ ପଢାଯାଉଛି!ମଧ୍ୟାହ୍ନ ଭୋଜନ କଥା ନ କହିବା ଭଲ । କେବଳ ସରକାରୀ କାଗଜ କଲମରେ ଚାଲିଛି ଶିକ୍ଷା ବ୍ୟବସ୍ତା । ଏପରି ଶିକ୍ଷକ ଅଭାବ ଓ ଶିକ୍ଷା ଦାନ ଅନିୟମିତତା ନେଇ ମହାଲିକ ପଡା ପଂଚାୟତ ସାତଖଣ୍ଡ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ନଗ୍ନ ଚିତ୍ର। ଛାତ୍ର ସଂଖ୍ୟା ଏକା ନବେ ଥିବା ବେଳେ ଶିକ୍ଷକ ତିନି ଜଣ ଦୁଇ ଜଣ ଶିକ୍ଷକ ନିୟମିତ ଆସୁଥିବା ବେଳେ ପ୍ରଧାନ ଶିକ୍ଷକ ବର୍ଷ କୁ ଅଧା ଦିନ ଆସୁଛନ୍ତି। ଏବିଷୟରେ ସାତଖଣ୍ଡ ଲୋକେ ଦୀର୍ଘ ତିନି,ଚାରି ଥର ବି ଇ ଓ ଙ୍କୁ ଜଣାଇଥିଲେ ସୁଦ୍ଧା କିଛି ସୁଫଳ ମିଳୁନାହିଁ ତେଣୁ ଆଜି ଶେଷଥର ଏ ବି ଓ ଙ୍କୁ ଲିଖିତ ଅଭିଯୋଗ ଦେଇ ଛନ୍ତି। ଓ ଗଣମାଧ୍ୟ୍ୟମ ଆଗରେ ଗ୍ରାମ ବାସି, ଅଭିଭାବକ ଓ ସ୍କୁଲ କମିଟି ସଭାପତି ପ୍ରତିକ୍ରିୟା ରଖିଛନ୍ତି ଯଦି ଆମ ବିଦ୍ୟାଳୟ କୁ ଭଲ ଶିକ୍ଷକ ନଦିଆଯାଏ ଏବଂ ନିୟମିତ ଶିକ୍ଷା ନିୟମ ଅନୁଯାଇ ସବୁ ପରିବର୍ତନ କରାନଯାଏ ଆମେ ସ୍କୁଲ ଗେଟ ରେ ତାଲା ପକାଇବୁ ଏବଂ ଅନଶନରେ ବସିବୁ।

Post a Comment