ନୂଆପଡା (ପରମେଶ୍ବର ମେହେର )ସିନାପାଲି ଆଗ୍ରସେନ ଭବନ ଠାରେ ନୂଆପାଡ଼ାଜିଲ୍ଲା ସାମ୍ବାଦିକ ସଂଘର ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସଭାପତି ଲୋକନାଥ ମହାପାତ୍ର ଙ୍କର ସଭାପତିତ୍ୱ ରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ସମ୍ମାନିତ ଅତିଥିଭାବେ ବିଜୟ ସହିସ, ମୋତିଲାଲ ବାଗ, ସତୀଶ ଯୋଶୀ, ରୁଦ୍ରରାଜ ବାଗ ପ୍ରମୁଖ ମଂଚାସୀନ ଥିଲେ । ସଭାରେ ନୂତନ ସଦସ୍ୟ ମାନଙ୍କୁ ସଂଘରେ ସାମିଲକରାଯାଇଥିଲା । ସଂଘର ବରିଷ୍ଠ ସଦସ୍ୟ ମାନଙ୍କ ମଧ୍ୟରେ ଦୀପକ ମିଶ୍ର, ଅଜିତ ଯୋଷୀ, ମନୋଜ ସାଗରିଆ, ଟିକେଶ୍ୱର ନାଗ, ଜଗନ୍ନାଥ ସାଗର,ସତୀଶ ଯୋଷୀ, ପତ୍ରବନ୍ଧୁ ବାଗ,ସମେତ ସଂଘର ଜିଲ୍ଲାର କୋଣ ଅନୁକୋଣ ରୁ ସମସ୍ତ ସଦସ୍ୟ ଯୋଗଦେଇ ଥିଲେ । ଆସନ୍ତା ନ ତାରିଖ ଦିନ ଦାରିଙ୍ଗି ବାଡ଼ି ଯିବାକର୍ଯ୍ୟକ୍ରମ ଙ୍କୁ ସମସ୍ତେ ଅନୁମୋଦନ କରିଥିଲେ ।

Post a Comment