ସୁବର୍ଣ୍ଣପୁର ଜିଲ୍ଳା ବିଜୁଜନତା ଦଳର ଜିଲ୍ଳାପାଳ କାର୍ଯ୍ୟାଳୟ ସମ୍ମୁଖ ରେ ବିକ୍ଷୋଭ


ସୋନପୁର (ସର୍ଜନ କୁମାର ପାଣ୍ଡେ) ଆଜି କେନ୍ଦ୍ର ସରକାରଙ୍କ ଦ୍ୱାରା ରାଜ୍ୟର କୃଷକମାନଙ୍କୁ କୃଷି ବୀମା ପ୍ରଦାନ ଅବହେଳା ବିରୁଦ୍ଧରେ ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳ କାର୍ଯ୍ଯାଳୟ ସମ୍ମୁଖରେ ବିଜୁ ଜନତା ଦଳ ତରଫରୁ ଆୟୋଜିତ ଗଣ ଧାରଣା, ବିକ୍ଷୋଭ ପ୍ରଦର୍ଶନ ଓ ରାଷ୍ଟ୍ରପତି ଙ୍କ ଉଦେଶ୍ୟ ରେ ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ପୂର୍ବତନ ମତ୍ନୀ ତଥା ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା, ବିଜୁ ଜନତା ଦଳ ର ବଲାଙ୍ଗିର ଜିଲ୍ଲା ସଭାପତି ସରୋଜ କମ୍ପ, ଜିଲ୍ଳା କୃଷକ ସେଲ ସଭାପତି କରମଚାନ୍ଦ ମହାନ୍ତି,ଜିଲ୍ଳା ପରିଷଦ ଅଧ୍ୟକ୍ଷା ସୁପାର ଠେଲା, ପୌରାଧ୍ୟକ୍ଷା ତାମସ୍ମିତା ନାଏକ, ଯୁବ ସଭାପତି ଅଶୋକ ନନ୍ଦ,ଛାତ୍ର ସଭାପତି ଶାଶ୍ୱତ ମିଶ୍ର,ଜିଲ୍ଳା ଉପସଭାପତି ରମେଶ ପୂଝାରୀ,ବରିଷ୍ଠ ନେତା ଅଭିମନ୍ୟୁ କୁଶଳ,ସୋନପୁର ବ୍ଲକ ଅଧ୍ୟକ୍ଷ ପ୍ରହ୍ଲାଦ ନାୟକ, ସମେତ ବିଜୁ ଜନତା ଦଳ ର କର୍ମ କର୍ତ୍ତା ଓ ଚାଷୀ ଭାଇ ମାନେ ଉପସ୍ଥିତ ଥିଲେ ।

Post a Comment

Previous Post Next Post