ବୋଡେ଼ନ (ପରମେଶ୍ବର ମେହେର )ଆଜି ବୋଡେ଼ନ ବ୍ଲକ ଖଇରା ଜଙ୍ଗଲ ରେ ପୁଣି ବାଘ ଆତଙ୍କ ଦେଖିବାକୁ ମିଳିଛି । ବାଘ ଗତରତ୍ର ରେ ଜିତ ମାଝୀର ଏକ ଗାଈକୁ ମାରି ଖାଇଦେଇଛି, କିନ୍ତୁ ବନବିଭାଗ ମହା ନିଦ୍ରାରେ, ସ୍ଥାନୀୟ ପ୍ରାଣୀଧନ ଚିକିତ୍ସାକ୍ ଟିକେରାମ ମାଝୀ ଘଟନସ୍ଥଳ ଯାଇ ଗାଈର ମୃତଦେହ ଠାବକରି ବିଭିଓ ଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି । ବାଘର ଆତଙ୍କ ଖଇରା ଅଂଚଳରେ ଲୋକମାନଙ୍କୁ ଛନକା ପସାଇ ଦେଇଛି ।

Post a Comment