ଶେଖ୍ ଅନୱର୍ ସାଂସଦ ଙ୍କ ପ୍ରତିନିଧି ନିଯୁକ୍ତ


କଣ୍ଟାବାଞ୍ଜି,(ଆଜତକ୍ ଓଡ଼ିଶା) : ଓଡ଼ିଶା ରୁ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି କଣ୍ଟାବାଞ୍ଜି ନଗର ପାଳିକା ପରିଷଦ ପାଇଁ ଯୁବ ବିଜେଡ଼ି ନେତା ଶେଖ୍ ଅନୱର୍ ଗୁଡ଼ା ଙ୍କୁ ନିଜର ପ୍ରତିନିଧି ନିଯୁକ୍ତ କରିଛନ୍ତି,ଆଜି ବିଜେଡ଼ି କଣ୍ଟାବାଞ୍ଜି ର କର୍ମକର୍ତ୍ତା ମାନେ ଯାଇ ତାଙ୍କ ଏହି ନିଯୁକ୍ତି ପତ୍ର କୁ ଏନଏସି ର କାର୍ଯ୍ୟ ନିର୍ବାହୀ ଅଧିକାରୀ ନିରଞ୍ଜନ ଧଲ୍ ଙ୍କୁ ଦେଇଛନ୍ତି,ଏହି ନିଯୁକ୍ତି ପତ୍ର ଦେବା ସମୟ ରେ ନଗର ବିଜେଡ଼ି ସଭାପତି ଜଗନ୍ନାଥ ରାଓ, ଯୁବ ବିଜେଡ଼ି ଜିଲ୍ଲା ସାଧରଣ ସଂପାଦକ ଦେବରାଜ ଯାଦବ, କାଉନସିଲର ମନୀଷ ଅଗ୍ରୱାଲ, ସୁର୍ୟ ପ୍ରତାପ ମିଶ୍ର, ତାହିର ଖାନ,ରାମ ସବର,ମନୋଜ ଚଣ୍ଡୀ,ପଙ୍କଜ ଜେନ,ଗିରଧାରି ସିନ୍ଦୂର, ଟିଙ୍କୁ ନାୟକ,କୁନୁ ନାଗ , ଅଭିଷେକ ଚୋ ଧରି,ସୁଭାଷ ଭୋଇ,ଅଙ୍କିତ ଜୟସ୍ଵଲ୍, ପ୍ରେମିସ ବାଗ,ପ୍ରମୁଖ ଉପସ୍ଥିତ ଥିଲେ,ଶ୍ରୀ ଅନୱର୍ ତାଙ୍କ ଏହି ନିଯୁକ୍ତି ପାଇଁ ସାଂସଦ ନିରଞ୍ଜନ ବିଶି,ମୁଖ୍ୟ ମନ୍ତ୍ରୀ ନବୀନ ପଟନାୟକ, କଣ୍ଟାବାଞ୍ଜି ପୂର୍ବ ତନ୍ ବିଧାୟକ ଆୟୁବ ଖାଁ କୁ ଧନ୍ୟବାଦ୍ ଜଣାଇଛନ୍ତି, ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ପ୍ରେରଣା ଓ ସାଂସଦ ନିରଞ୍ଜନ ବିଶି ଙ୍କ ସହଯୋଗ ରେ କଣ୍ଟାବାଞ୍ଜି ଅଞ୍ଚଲ ବିକାଶ ପାଇଁ ସବୁ ବେଳେ ଚେଷ୍ଠା କରିବେ ବୋଲି କହିଛନ୍ତି

Post a Comment

Previous Post Next Post