ନିଆରା ଢଙ୍ଗରେ ସ୍ଵାଧୀନତା ଦିବସ ପାଳନ କଲେ ସାନ ଡକଲା ଗ୍ରାମର ଚାଷୀ ମାନେ


ତୁରେକେଲା,(ଆଜତକ୍ ଓଡ଼ିଶା) ଆଜାଦି କା ଅମୃତ ମହୋତ୍ସବ ପାଳନ କରୁଛି ଭାରତ ସମସ୍ତେ ହର୍ଷ ଉଲ୍ଲାସ ଆନନ୍ଦ ଓ ଗର୍ବ ର ସହିତ ୭୫ତମ ସ୍ବାଧିନତା ଦିବସ ପାଳନ କରୁଛନ୍ତି । ମାନ୍ୟବର ଜସାସ୍ଵି ପ୍ରଧାନମନ୍ତ୍ରୀ ଙ୍କ ଆହ୍ବାନ କ୍ରମେ ହର ଘର୍ ତ୍ରିରଙ୍ଗା କାର୍ଯ୍ୟ କ୍ରମ କୁ ସଫଲ୍ୟ ମଣ୍ଡିତ କରିଛନ୍ତିି ସର୍ବ ଭାରତୀୟ । ଏକାକାର ନିର୍ବିକାର ରେ ଜାତୀୟ ପତାକା ସମ୍ମାନ୍ ସହ ପୁଣ୍ୟ ଭୂମୀ ଭାରତ ମାଟି ରେ ପାଳନ କରାଯାଉଅଛି।

କିନ୍ତୁ ଏକ ନିଆରା ଢଙ୍ଗରେ ଆଜାଦିକା ଅମୃତ ମହୋତ୍ସବ ପାଳନ କରିଛନ୍ତି , ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ୍ ଅନ୍ତର୍ଗତ ସାନ ଡକଲା ଗ୍ରାମର ଚାଷୀ 

  ମାନେ ଶ୍ରୀ ବାଞ୍ଛାନିଧି ମାଝୀ, ପରଖିତ ଚିରଙ୍ଗୁଲ୍, ଯୁଗେ ମାଝୀ , ହେମସାଗର୍ ମାଝୀ, ତିଳୋତ୍ତମା ମାଝୀ ସୈବନି ମାଝୀ, ସଜନେ ମାଝୀ, ରୀମା ମାଝୀ , ମୋହନ ମାଝି ଉପଷ୍ଟିତ ଥିଲେ ଓ ଶ୍ରୀମତୀ ପ୍ରେମଲତା ମାଝୀ ପତାକା ଉତ୍ତୋଳନ କରିଥିଲେ ସେମାନେ ତାଙ୍କ ଖେତ ରେ ତ୍ରିରଙ୍ଗା ସ୍ଥାପନ କରି ୧୦/୧୫ଜଣ ଚାଷୀ ଜୟ ହିନ୍ଦ୍ ଜୟ ଭାରତ ୯ରା ରେ ଗର୍ଜନ କରି ପତାକା ଉତ୍ତୋଳନ କରିଛନ୍ତି , ଏପରି ଏକ ନିଆରା ଚାଷୀ କୁଳ ନିଜ ଖେତ ଜମି ରେ ସ୍ଵାଧୀନତା ଦିବସରେ ପତାକା ଉତ୍ତୋଳନ କରିବା ଏକ ବିରଳଦୃଶ୍ୟ ଏତେ ଜାହାହେଉ ଚାଷୀ ମାନଙ୍କ ମନରେ ଦେଶ ପ୍ରେମ ଜାଗ୍ରତ ହୋଇ ଥିବାରୁ ବୁଦ୍ଧି ଜିବି ମହଲରେ ପ୍ରଶଂସା ର ସୁ ଅ ଛୁଟି ଅଛି।

Post a Comment

Previous Post Next Post