ସ୍ୱସ୍ତିକ ସ୍ଟୁଡ଼ିଓ ରେ ଏକ କୋଶଲି ଢାଞ୍ଚା ରେ ନୂଆଖାଇ ଉପଲକ୍ଷେ ସୁନ୍ଦର ଗୀତ ରେକର୍ଡ


ନୂଆପଡା (ପରମେଶ୍ବର ମେହେର ) ନୂଆଖାଇ ପଶ୍ଚିମ ଓଡିଶା ର ବଡ଼ ପର୍ବ ହୋଇଥିବାବେଳେ ଏହାର ଏଇତିହ ସଂସ୍କୃତି ବହୁପୁରୁଣା ପରମ୍ପରା ଅଟେ । ଏହି ଅବସର ରେ ଆଜି ନୂଆପଡା ଜିଲ୍ଲାର ଖଡ଼ିଆଳ ସ୍ଥିତ ସ୍ୱସ୍ତିକ ସ୍ଟୁଡ଼ିଓ ରେ ଏକ କୋଶଲି ଢାଞ୍ଚା ରେ ନୂଆଖାଇ ଉପଲକ୍ଷେ ସୁନ୍ଦର ଗୀତ ରେକର୍ଡ କରାଯାଇଛି । ଉକ୍ତ ଗୀତକୁ ପଶ୍ଚିମ ଓଡ଼ିଶାର ଶୁନାମ ଧନ୍ୟ କଣ୍ଠଶିଳ୍ପୀ, ପ୍ରଯୋଜକ, ନିର୍ଦେଶକ ବୃନ୍ଦାବନ ମେହେର ଓ ସାଥି କଣ୍ଠ ଶିଳ୍ପୀ ସ୍ୱରୂପା ଆଚାର୍ଯ୍ୟ ଓ ଜ୍ୟୋତିକା ବିଶି ମିଳିତଭାବରେ କଣ୍ଠଦାନ କରି ନୂଆଖାଇ ପର୍ବ ପାଇଁ ଓଡିଶା ବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Post a Comment

Previous Post Next Post