ସୁବର୍ଣ୍ଣପୁର (ଗଣପତିବାଘ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ସଦର ଅଞ୍ଚଳ ତ୍ରିବେଣି ଛକ ଠାରେ ଥିବା ପଣ୍ଡା ଓଡିଓ ଓ ଭିଡିଓ ଦୋକାନ ରୁ ଗତ କାଲି ରାତିରେ ଦୋକାନ ର ସଟର କାଟି ଦୋକାନ ଭିତରୁ ସମସ୍ତ ମୁଲ୍ୟବାନ ଏଣ୍ଡରଏଡ ମୋବାଇଳ ଫୋନ ଚୋରି କରି ନେଇଥିବା ବେଳେ ଜାହାର ବଜାର ମୁଲ୍ୟ ହାରହାରି ୨୦ ରୁ ୨୫ ଲକ୍ଷ ହେବ ବୋଲି ଦୋକାନ ମାଲିକ ପଣ୍ଡା ଭ୍ରାତା ସୁଚନା ଦେଇଛନ୍ତି । ସୁଚନା ଅନୁଶାରେ ଗତ କିଛି ମାସ ହେବ ବୀରମହାରାଜପୁର ଆଦର୍ଶ ଥାନା ରୁ ପ୍ରୟ ୨୦୦ ରୁ ୫୦୦ ମିଟର ଭିତରେ ବାରମ୍ବାର ଚୋରି ହେଉଥିଲେ ମଧ୍ୟ ପୁଲିସ କୈାଣସି ଚୋରି ର ଟେର ପାଉ ନାହଁି ବୋଲି ସାଧାରଣ ପୁଲିସ ର କାର୍ଯ୍ୟଦକ୍ଷତା ଉପରେ ସାଧାରଣ ରେ ପ୍ରଶ୍ନବାଚି ସୃଷ୍ଟି ହେଉଛି ।
ମୋବାଇଲ ଦୋକାନରୁ ସଟର କାଟି ଲକ୍ଷାଧିକ ଟଙ୍କାର ସାମଗ୍ରି ଚୋରି
ଆଜତକ ଓଡ଼ିଶା
0
Post a Comment