ସୁବର୍ଣ୍ଣପୁର (ଗଣପତି ବାଘ) ବୌଦ୍ଧ ପରେ ଏବେ ସୁବର୍ଣ୍ଣପୁରରେ ଲାଗିଲା ମାଓ ପୋଷ୍ଟର । ଖୋର୍ଦ୍ଧା-ବଲାଙ୍ଗିର ୫୭ ନଂ ଜାତୀୟ ରାଜପଥ ତେଲନଦୀ ସେତୁ ନିକଟରେ ଲାଗିଛି ପୋଷ୍ଟର । ତେବେ ତାହା ପ୍ରକୃତରେ ମାଓ ପୋଷ୍ଟର ନା ଅଲଗା କେହି ଲଗାଇଛି କିଛି ସ୍ପଷ୍ଟ ଜଣା ପଡି ନାହିଁ । ନିଜ ଜମିରେ ନିଜେ ଗଞ୍ଜାଇ ଚାଷ କରିବା ନେଇ ପୋଷ୍ଟରରେ ଅପିଲ କରିଛି କେକେବିଏନ ଡିଭିଜନାଲ କମିଟି । ଦୁଇ ଦିନ ତଳେ ଏଭଳି ସମାନ ଡଙ୍ଗରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅଂଚଳରେ ମଧ୍ୟ ମାଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଥିଲା । ତେବେ ପୋଷ୍ଟର ଟି ମାଓ ସଂଗଠନ ଲାଗାଇଛି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ଖବର ପାଇଁ ସୋନପୁର ପୋଲିସ ଘଟଣା ସ୍ଥଳରେ ପହଂଚିବା ସହ ପୋଷ୍ଟରକୁ ହାତେଇବା ସହ ଅନୁସନ୍ଧାନ ଜାରୀ ରଖିଛି।

Post a Comment