ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ବୌଦ୍ଧ ଜିଲ୍ଲାରେ ମହାସମାରୋହରେ ପାଳିତ


ବୌଦ୍ଧ,(ସୁଶାନ୍ତ କୁମାର ବେହେରା) ଜଗତର ନାଥ ଜଗନ୍ନାଥ ମହାପ୍ରଭୁ, ବଳିଆର ଭୁଜ ଙ୍କ ଆଜି ଘୋଷ ଯାତ୍ରା। ଏହି ଘୋଷ ଯାତ୍ରା କୁ ବିଶ୍ୱ ବlସି ପାଳନ କରୁଥିବା ବେଳେ ବୌଦ୍ଧ ଜିଲ୍ଲା ରେ ମହାସମାରୋହରେ ପାଳିତ ହୋଇଛି ଏହି ରଥ ଯାତ୍ରା। ବୌଦ୍ଧ ଜିଲ୍ଲା ପ୍ରଶାସନ ଙ୍କ ଅନୁମତି କ୍ରମେ ଚଳିତ ବର୍ଷ ବୌଦ୍ଧ ଜିଲ୍ଲା ର ବୌଦ୍ଧ, କଣ୍ଟାମାଳ, ହରଭଙ୍ଗା ବ୍ଲକ ର ପୁର ପଲ୍ଲୀ ରେ ପାଳିତ ହୋଇଛି ମହାପ୍ରଭୁ ଶ୍ରୀ ଜଗନ୍ନାଥ ରଥ ଯାତ୍ରା।




Post a Comment

Previous Post Next Post