କଣ୍ଟାମାଳ, (ମନଧରକର୍ମୀ) କଣ୍ଟାମାଳ ସେବା ସମବାୟ ସମିତିର ନୂତନ ସଭାପତି ଭାବରେ ଶମ୍ଭୂପ୍ରସାଦ ସାହୁ ଆଜି ଦାୟିତ୍ଵ ଗ୍ରହଣ କରିଛନ୍ତି । ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ସମିତିର ସମ୍ପାଦକ ଦୀପଙ୍କର ସାହୁ, ନିର୍ଦ୍ଦେଶକ ଅର୍ଜୁନ ସାହୁ, ଟିକୁନୁ କହଁର ,ଜିତୁ ଜାଲ,ଠାକୁର ନାୟକ, ଲକ୍ଷ୍ମୀ ରଣା, ସଦାଶିବ ରଣା, ଲକ୍ଷ୍ମୀକାନ୍ତ ରଣା ପ୍ରମୁଖ ଉପସ୍ଥିତ ଥିଲେ । ସମିତିର ଉନ୍ନତି ସହ ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ଦିଗରେ କାର୍ଯ୍ୟ କରିବେ ବୋଲି ନୂତନ ସଭାପତି ନିଜ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।
ସେବା ସମବାୟ ସମିତିର ନୂତନ ସଭାପତିଙ୍କ ଦାୟିତ୍ଵ ଗ୍ରହଣ
ଆଜତକ ଓଡ଼ିଶା
0
Post a Comment