ସୋନପୁର,(ଆଜତକ୍ ଓଡ଼ିଶା) ନେହେରୁ ଯୁବ କେନ୍ଦ୍ର ସୋନପୁର ଓ ଭୀମଶକ୍ତି କ୍ଲବ ମେଣ୍ଡ।ମ।ଲ୍, ବୀରମହାରାଜପୁର ର ମିଳିତ ଆନୁକୁଲ୍ୟରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଯୋଗ ପ୍ରଶିକ୍ଷକ ଶ୍ରୀ ସୁମନ୍ତ ଜଗଦଲ।
ଓ ନେହେରୁ ଯୁବ ସ୍ଵେ୍ଛାସେବୀ ଶ୍ରୀ ସୁଦର୍ଶନ ଭର।ସାଗର ଙ୍କ ତତ୍ବାବଧାନରେ ସମସ୍ତ ଯୁବ ବର୍ଗ ସମସ୍ତ ପ୍ରକାର ଯୋଗ ଓ ଆସନ ଅଭ୍ୟାସ ସୁଚାରୁ ରୁପେ ସମ୍ପାଦିତ କରିଥିଲେ । ଶ୍ରୀ ଭର।ସାଗର ଓ ଯୋଗ ପ୍ରଶିକ୍ଷକ ଶ୍ରୀ ସୁମନ୍ତ ଜଗଦଲା ଯୋଗ ଓ ଏହାର ଅଭ୍ୟାସ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହ ଏହାର ଉପାଦେୟତା, ଲାଭ ବିଷୟରେ ବିଶେଷ ଭାବରେ ବର୍ଣ୍ଣନା କରିଥିଲେ । ଓ ପରିଶେଷରେ ନେହେରୁ ଯୁବ ସ୍ଵେ୍ଛାସେବୀ ଶ୍ରୀ ମନୋରଞ୍ଜନ ଜଗଦଲ। ଧନ୍ୟବାଦ୍ ଅର୍ପଣ ପୂର୍ବକ ସଭା ଶେଷ କରିଥିଲେ ।
Post a Comment