ସୁବର୍ଣ୍ଣପୁର ଜିଲ୍ଳା ଟୁନିଆମୁଣ୍ଡାଗାଁରେ ଚାଷିଆତ୍ମହତ୍ୟା ଅଭିଯୋଗ


ସୁବର୍ଣ୍ଣପୁର (ଗଣପତିବାଘ) ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଟୁନିଆମୁଣ୍ଡ ଗାଁ ରେ ଚାଷୀ ଆତ୍ମହତ୍ୟା ଅଭିଯୋଗ। ଚାଷୀ ଜଣକ ହେଲେ ଭଗବାନ ଯୁଆଡି। ଗତକାଲି ଦିନ ୧୧ଟା ରେ ବିଲ କୁ ପହ୍ଲା ପକାଇବାକୁ ଯାଇ ସେଠାରେ ବିଷ ପିଇଦେଇଥିଲେ । ଗାଁ ଲୋକେ ଭଗବାନ ଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଡୁଙ୍ଗୁରିପାଲି ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ବୁର୍ଲା ଡ଼ାକ୍ତରଖାନାରେ ଭର୍ତି କରିଥିଲେ । ହେଲେ ଆଜି ସକାଳୁ ଭଗବାନ ବୁର୍ଲା ବଡ ଡାକ୍ତରଖାନା ରେ ମୃତ୍ୟୁ ବରଣ କରିଥିଲେ। ଭଗବାନ ଲକ୍ଷାଧିକ ଟଙ୍କା ଋଣ ଭାର ଓ ଚାଷ ରେ ବାରମ୍ବାର କ୍ଷତି ଯୋଗୁଁ ଆତ୍ମହତ୍ୟା କରିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।

Post a Comment

Previous Post Next Post