ବୌଦ୍ଧ,(ସୁଶାନ୍ତ କୁମାର ବେହେରା) : ଗତ ତା୨୫/୬/୨୨ରିଖରେ ହୋଇଥିବା ଅନ୍ ଲାଇନ କୁଇଜ ପ୍ରତୀଯୋଗିତାରେ ସମସ୍ତ ହାଇସ୍କୁଲର ଶକ୍ତି କ୍ଲବର ଛାତ୍ରଛାତ୍ରୀ ଅଷ୍ଟମ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଭାଗ ନେଇଥିଲେ । ଉକ୍ତ ଅନଲାଇନ ପ୍ରତିଯୋଗିତାରେ ବୌଦ୍ଧ ଜିଲ୍ଲାର ଏକ ମାତ୍ର ହାଇସ୍କୁଲ ଘଣ୍ଟାପଡ଼ା ସମଲେଶ୍ଵରୀ ସରକାରୀ ହାଇସ୍କୁଲର ଦୁଇ ଜଣ ଛାତ୍ରଛାତ୍ରୀ ଆସନ୍ତା ତା ୨/୭/୨୨ରିଖରେ ଶକ୍ତି ବିଭାଗ ତରଫରୁ ଭୁବନେଶ୍ଵର ଠାରେ ପ୍ରମାଣପତ୍ର ସହ ପୁରସ୍କାର ରାଶି ବଣ୍ଟନ କାର୍ଯ୍ୟକ୍ରମ ରହିଛି । ଦୁଇ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୯ମ ଶ୍ରେଣୀରୁ ଶ୍ରୀତମ ବକ୍ସି ଓ ଦଶମ ଶ୍ରେଣୀରୁ ସୁଶ୍ରୀ ପ୍ରିତୀପ୍ରଜ୍ଞା ସାହୁ ମନୋନୀତ ହୋଇଥିବାର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂ ସୂଚନା ଦେଇଛନ୍ତି!

Post a Comment