ବେନିୟମ ବାଲି ଚାଲାଣ କରୁଥିବା ବେଳେ ୬ ଟି ଟ୍ରାକ୍ଟର ରୁ ୫୮ହଜାର ଟଙ୍କା ଜୋରିମାନା ଆଦାୟ

 

ସୁବର୍ଣ୍ଣପୁର(ଗଣପତି ବାଘ) ସୋନପୁର- ମନମୁଣ୍ଡା ବ୍ରିଜ ତଳ ତେଲ ନଦୀ ରୁ ୬ ଗୋଟି ଟ୍ରାକ୍ଟର, କୁ ବେନିୟମ ବାଲି ଚାଲାଣ କରୁଥିବା ସମୟରେ ତହସିଲଦାର ସୋନପୁର ଶ୍ରୀ ନଵୀନ କିଶୋର ପାଢ଼ୀ ଙ୍କ ତତ୍ୱାବଧାନରେ, ଅତିରିକ୍ତ ତହସିଲଦାର ପ୍ରମୋଦ କୁମାର ମେହେର, ଆର ଆଇ ସୁଧୀର ପାଣ୍ଡିଆ, ଏ ଆର ଆଇ ସଞ୍ଜୟ ଭୋଇ, ଅମିନ ମିତ୍ରଭାନୁ ବାଗ ପ୍ରମୁଖ ଚଢ଼ାଉ କରି ବେନିୟମ ବାଲି ଚାଲାଣ ନିମନ୍ତେ ଟ.୫୮,୦୦୦/-ଙ୍କା ଜୋରିମାନା ଆଦାୟ କରିଛନ୍ତି ।

Post a Comment

Previous Post Next Post