ବା
ଲେଶ୍ଵର,(ପ୍ରଭାକର ମଲ୍ଲିକ) ଉତ୍ତର ବାଲେଶ୍ଵରର ଚିକିତ୍ସା ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ବିଭିନ୍ନ ସମୟରେ ଏଠାରେ ଡାକ୍ତର ଅଭାବ ସମସ୍ୟା ଥାଏ ମାତ୍ର ସ୍ତ୍ରୀ ଓ ପ୍ରସୂତି ବିଭାଗ ର ଡାକ୍ତର ମାନିକ୍ ରତନ ପ୍ରଧାନ ଡେପୁଟେସନ ରେ ଥିବା ବେଳେ ହଠାତ୍ ତାଙ୍କ ବଦଳି କରାଯାଇଥିଲା ଯାହାକି ଲୋକମାନେ ଅସୁବିଧା ରେ ସମୁଖୀନ ହେଉଥିଲେ ମାତ୍ର ଗତ ୧୩ ତାରିଖ ଦିନ ଜିଲ୍ଲା କଂଗ୍ରେସ କମିଟି ର ସାଧାରଣ ସମ୍ପାଦକ ସୁଧାଂଶୁ ଶେଖର ଯେନା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କୁ ଭେଟି ଆଲୋଚନା କରିବା ସହିତ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସାତଦିନ ଭିତରେ ଏ ସମସ୍ୟାର ସମାଧାନ କରିବେ ବୋଲି ପ୍ରତିଶୃତି ଦେଇଥିଲେ ଯାହାଫଳରେ ପୁଣି ଥରେ ବସ୍ତା ସି ଏଚ୍ ସି ରେ ସ୍ତ୍ରୀ ଓ ପ୍ରସୂତି ବିଭାଗ ର ଡାକ୍ତର ଡକ୍ଟର ମାନିକ୍ ରତନ ପ୍ରଧାନ ଆଜି ତାଙ୍କ କାର୍ଯ୍ୟ ଆରମ୍ଭ କରିଛନ୍ତି ଓ ଅନ୍ୟ ଜଣେ ସ୍ତ୍ରୀ ଓ ପ୍ରସୂତି ବିଭାଗ ର ଡାକ୍ତର ଙ୍କୁ ମଧ୍ୟ ନିଯୁକ୍ତି ମିଳିଛି ଯାହାଫଳରେ ବସ୍ତା ବାସୀ ଜିଲ୍ଲା ପ୍ରଶାସନ ସହିତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ଦୁଲାଲ୍ ସେନ୍ ଜଗଦେବ ଙ୍କୁ ଓ ଜିଲ୍ଲା କଂଗ୍ରେସ କମିଟି ର ସାଧାରଣ ସମ୍ପାଦକ ସୁଧାଂଶୁ ଶେଖର ଯେନା ଙ୍କୁ କୃତଜ୍ଞତା ଜଣାଇଛନ୍ତି।

Post a Comment