କଂଟାବାଞ୍ଜି,(ଆଜତକ୍ ଓଡ଼ିଶା) କଂଟାବାଞ୍ଜି ହରିଭବନ ଠାରେ ପ୍ରେସ କ୍ଲବ ପକ୍ଷରୁ ନିଶୁଲ୍କ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହେବ । ଏସ.ଡି.ସି ଚକ୍ଷୁ ଚିକିତ୍ସାଳୟ ଟିଟିଲାଗଡ ସହଯୋଗରେ ଅନୁଷ୍ଠିତ ଏହି ଶିବିରରେ କଂଟାବାଞ୍ଜି ତଥା ଆଖପାଖ ଅଂଚଳର ଲୋକ ସାମିଲ ହୋଇ ନିଶୁଲ୍କ ଚିକିତ୍ସାର ଲାଭ ଉଠାଇବାକୁ ଲୋକଙ୍କୁ ସଚେତନ କରାଯାଉଛି । ଅପ୍ରେଲ ୨ ତାରିଖ ସକାଳ ୯ ଟା ସମୟରୁ ଅପରାହ୍ନ ୨ ଟା ପର୍ଯ୍ୟନ୍ତ ଏହି ଶିବିର ଚାଲୁ ରହିବ । ତେବେ ଯଦି କୌଣସି ଲୋକ ଏହି ଶିବିରକୁ ନେଇ କିଛି ଜାଣିବାକୁ ଇଚ୍ଛା ହେଲେ ସେ ପ୍ରେସ କ୍ଲବ ପରାମର୍ଶ ଦାତା ଆନନ୍ଦ ମୋଟେ (୯୭୭୭୦୨୨୭୦୦), କାର୍ଯ୍ୟକାରି ସଦସ୍ୟ ଯୁଗଲ କିଶୋର ଶବର ( ୯୯୩୮୮୬୩୯୨୩), ଲିମାଁଇ ଚରଣ ମହତ ( ୯୩୩୭୩୦୦୨୩୫), ବିସିକେଶନ ମାଝୀଙ୍କୁ ( ୮୦୧୮୩୦୭୩୪୯ ) ନମ୍ବରରେ ଯୋଗାଯୋଗ କରିପାରିବେ ।
କଂଟାବାଞ୍ଜି ପ୍ରେସ ବ୍ଲକ ପକ୍ଷରୁ ଅପ୍ରେଲ ୨ ରେ ହେବ ନିଶୁଲ୍କ ଚକ୍ଷୁ ଚିକିତ୍ସା ଶିବିର
ଆଜତକ ଓଡ଼ିଶା
0
Tags
ଖବର ଉପରେ ନଜର
Post a Comment