ଓଡିଶା ସାମ୍ବାଦିକ ସଂଘ ରାଜ୍ୟ ସଭାପତି ଙ୍କ ପଶ୍ଚିମ ଓଡିଶା ଗସ୍ତ


ହରଭଙ୍ଗା,(ସୁଶାନ୍ତ କୁମାର ବେହେରା). ବିଭିନ୍ନ ଆଲୋଚନା କୁ ନେଇ ଆଜି ଓଡିଶା ସାମ୍ବାଦିକ ସଂଘ ର ରାଜ୍ୟ ସଭାପତି ଶଶୀଭୁଷଣ ପ୍ରହରାଜ ପଶ୍ଚିମ ଓଡିଶା ଗସ୍ତ ରେ ଆସିଛନ୍ତି!ପ୍ରଥମେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣା କଟକ ବଙ୍ଗଳା ଠାରେ ବୌଦ୍ଧ ଜିଲ୍ଲା( oju )ସଂଘ ସହିତ ବିଭିନ୍ନ ଆଲୋଚନା ପରେ ବଲାଙ୍ଗୀର ଜିଲ୍ଲା ଅଭିମୁଖେ ଯାଇଥିବାର ସୂଚନା ମିଳିଛି!ବୌଦ୍ଧ ଜିଲ୍ଲା ଓଡିଶା ସାମ୍ବାଦିକ ସଂଘ ର ସମ୍ପାଦକ ଭାଗବତ ମେହେର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁକାନ୍ତ ପଟ୍ଟନାୟକ, ସଂଘ ର ସଭ୍ୟ ସୁରେନ ସାର, ସୁଶାନ୍ତ କୁମାର ବେହେରା, ଙ୍କ ସମେତ ଅନ୍ୟ ସଭ୍ୟ ମlନେ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହିଥିଲେ

Post a Comment

Previous Post Next Post