ସୁବର୍ଣ୍ଣପୁର (ଗଣପତି ବାଘ) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ପିପିଲିକାନୀ କଚନମୁଡା ପୋଖରୀରେ ଏକ ବୃଦ୍ଧର ମୃତଦେହ ଭାସୁଥିବା ଦେଖିବାକୁଥିଲା । ମୃତକ ଜଣକହେଲେ ଉଲୁଣ୍ଡା ବଚଲକ ଅନ୍ତର୍ଗତ ଦୀପ ପାଲି ଗାଁ ର ଗୋପାଳ ବଗର୍ତି ବୟସ ପ୍ରାୟ ୬୫ ବୋଲିଜଣାପଡିଛି। ଆଜି ସକାଳୁ ଗାଁ ଲୋକମାନେ ପୋଖରୀକୁ ଶୌଚ ପାଇଁ ଯାଇଥିବା ବେଳେ ପୋଖରୀରେ ଏକ ମୃତ ଦେହ ଭାସୁଥିବା ଦେଖିବାକୁ ପାଇଥିଲେ । ପରେ ଗାଁ ଲୋକେ ଉଲୁଣ୍ଡା ଦମକଳ ବହିନୀକୁ ଖବର ଦେବା ପରେ ଦମକଳ ବାହିନି ଘଟଣା ସ୍ଥଳକୁ ପହଞ୍ଚି ଶବକୁ ପୋଖରୀରୁ ଉଦ୍ଧାର କରି ଥିବାବେଳେ ପୋଲିସ ଘଟଣା ସ୍ଥଳକୁ ପହଂଚି ଅଧିକ ଅନୁସନ୍ଧାନ ଜାରିରଖିଛି ।
ପୋଖରୀ ରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାରା
ଆଜତକ ଓଡ଼ିଶା
0
Post a Comment