ହରଭଙ୍ଗା,(ସୁଶାନ୍ତ କୁମାର ବେହେରା) ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ତୃତୀୟ ପର୍ଯ୍ୟାୟରେ ଆଜି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରେ ଶତକଡା ୮୧.୦୭ ମତଦାନ ଦେଇଛନ୍ତି। ଏହି ବ୍ଲକ ୨୨ଗୋଟି ପଂଚାୟତ କୁ ନେଇ ଗଠିତ ହୋଇଥିବା ବେଳେ ୪୮୯୮୧ମହିଳା ଓ଼ ୪୫୮୮୬ ଜଣ ପୁରୁଷ ସମୁଦାୟ ୯୪୮୬୭ ଜଣ ଭୋଟର ରୁ ୭୬୯୦୮ ଜଣ ଏହି ନିର୍ବାଚନ ରେ ମତଦାନ କରିଛନ୍ତି ଯାହାକି ସମୁଦାୟ ୮୧.୦୭ ଶତକଡା ମତଦାନ ହୋଇଥିବାର ସୂଚନା ମିଳିଛି!କିଛି କିଛି ସ୍ଥାନରେ ଶାନ୍ତି ପୂର୍ଣ୍ଣ ଭାବେ ମତଦାନ ହୋଇଥିବା ବେଳେ କେତେକ ସ୍ଥାନରେ ରାଜନୈତିକ ହିଂସା ଦେଖିବାକୁ ମିଳିଥିଲା ।

Post a Comment