ନାଗପୁର ରୁ ଭୁବନେଶ୍ୱର ସାଇକେଲ ଯାତ୍ରାରେ ଯାଉଥିବା ଯାତ୍ରୀ ଙ୍କୁ ବୌଦ୍ଧରେ ସମ୍ବର୍ଦ୍ଧନା

 


ବୌଦ୍ଧ,(ସୁଶାନ୍ତ କୁମାର ବେହେରା) ପ୍ରଦୂଷଣ ମୁକ୍ତ, ବେଟି ବଞ୍ଚାଅ, ବେଟି ପଢାଅ, ପ୍ରତି ଘରେ ଗୋଟିଏ ଗଛ ଲଗେଇବା ପାଇଁ ସଚେତନତା ସାଇକେଲ ଯାତ୍ରା କରୁଛନ୍ତି ନାଗପୁର ର ତିନି ଶିକ୍ଷକ ଓ ବ୍ୟବସାୟୀ ବନ୍ଧୁ ୫ଦିନରେ ୧୦୦୦କିଲୋମିଟର ଯାତ୍ରା ଲଖ୍ୟ ରଖି ବାହାରିଛନ୍ତି । ଆଜି ସକାଳେ ତେଲିବନ୍ଧରେ ପ୍ରଭାତ ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ରୋପ କ୍ଳବର ସଦସ୍ୟମାନେ, ବୌଦ୍ଧ ବ୍ରିଜରେ ସମାଜସେବୀ କୃତ୍ତିବାସ ପଲିଆ ଓ ଓଡିଶା ଆଦର୍ଶ ବିଦ୍ୟାଳୟ ତେ ତେଲେଙ୍ଗା ବାର୍ଷିକ କ୍ରୀଡା ଉତ୍ସବ ଅବସରରେ ଅଧକ୍ଷ ହରେକୃଷ୍ଣ ବେହେରା, ଅଭିଭାବକ ସଙ୍ଘ ସଭାପତି ସ୍ୱାଧୀନ ବିଶ୍ୱାଳ, ସଭ୍ୟ ପ୍ରଭାତ ଚନ୍ଦ୍ର ପ୍ରଧାନ ଓ କୃତ୍ତିବାସ ପଲିଆ।

Post a Comment

Previous Post Next Post