ବୌଦ୍ଧ,(ଆଜତକ୍ ଓଡ଼ିଶା)ବୌଦ୍ଧ ଜିଲ୍ଲା ରେ ବାତ୍ୟା ଜୱାଦ ପ୍ରଭାବ କିଛି ମାତ୍ରାରେ ପ୍ରଭାବିତ କରିଛି। ଗତ କାଲି ରାତ୍ରି ଠୁ ବୌଦ୍ଧ ଜିଲ୍ଲା ର ପ୍ରାୟ ପ୍ରତ୍ୟେକ ଅଂଚଳ ରେ କୋହଲା ପାଗ ସହିତ ଝିପି ଝିପି ବର୍ଷା ମଧ୍ୟ ଲାଗିରହିଥିବା ର ଦେଖିବାକୁ ମିଳିଛି!ଏପଟେ ବର୍ଷା ଅଭାବରୁ ମରୁଡି ଦେଖା ଦେଇଥିବା ବେଳେ କେଉଁ କିଛି ଜାଗାରେ ଚାଷ ହୋଇଥିଲା ତାହା ଏହି ବାତ୍ୟା ର ପ୍ରଭାବ ରେ ନଷ୍ଟ ହେବାକୁ ଯାଉଛି!ଏଣୁ ଚାଷୀ ଚିନ୍ତା ରେ ରବି ଫସଲ ପାଇଁ ପ୍ରସ୍ତୁତି ଯୋର ଧରିଲା ବେଳକୁ ବାତ୍ୟା ପ୍ରତିବନ୍ଧକ ସୃଷ୍ଟି କରିଛି।

Post a Comment