ବୌଦ୍ଧ,(ଆଜତକ୍ ଓଡ଼ିଶା)ପୁରୁଣାକଟକ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ନଗର ସମ୍ମିଳନୀ ଭୈରବୀ କନିଷ୍ଠ ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ହଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଭୈରବୀ କନିଷ୍ଠ ମହାବିଦ୍ୟାଳୟର ଅଧକ୍ଷ ମନୋଜ କୁମାର ପାଠୀ ସାର ଏବଂ ସାମ୍ମନିତ ଅଥିତି ଭାବେ ବଲାଙ୍ଗୀର ବିଭାଗ ଦେବାଶିଷ ପ୍ରଧାନ ଯୋଗ ଦେଇଥିଲେ ଓ ବୌଦ୍ଧ ଜିଲ୍ଲା ସଂଯୋଜଗ ଦେବାଶିଷ ସେଠି ମୁଖ୍ୟ ବୋକ୍ତ ଭାବେ ଯୋଗ ଦେଇଥିଲେ ପ୍ରବୀଣ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ । ସମ୍ମିଳନୀ ନୂତନ କାର୍ଯକାରିଣୀ ଗଠନ କରାଯାଇ ଥିଲା । ନଗର ସଭାପତି ମନୋଜ କୁମାର ପାଠୀ ଦୟା ସାଗର ବେହେରା ନଗର ସମ୍ପାଦକ ପ୍ରତୀକ ବେହେରା ଶୁଭେନ୍ଦୁ ଶେଖର କର୍ଣ୍ ସହ ସମ୍ପାଦକ । ସ୍ବଦେଶନା ଦେହୁରୀ, ଅର୍ଚିତା ସାହୁ,ରୁନୁ ଡାଙ୍ଗ,ଅଲିଭା ଗିରି, ଲିଲି ନାୟକ, ସୁପ୍ରୟ ସେଠି, ଅଙ୍କିତା ସେଠି,ସମ୍ପାଦିକା ଅକ୍ଷୟ କୁମାର ବେହେରା ନଗର କାର୍ଯ୍ୟକାରିଣୀ ଓ ଅନ୍ୟାନ୍ୟ ଦାୟିତ୍ଵ ମଧ୍ୟ୍ୟ ଘୋଷଣା କରିଥିଲେ ।ରାଷ୍ଟ୍ରୟ କଳାମଞ୍ଚ ଅକ୍ଷୟ କୁମାର, ସ୍ବଦେଶ କୁମାର ସାହୁ, ସବ୍ୟଶାଚି ମାଝୀ ।ଶେଷରେ ଜିଲ୍ଲା ସଂଯୋଜଗ ଦେବାଶିଷ ସେଠି ଧନ୍ୟବାଦ ଦେଇଥିଲେ ।
ରିପୋର୍ଟର : ଜିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେର
Post a Comment