ରିପୋର୍ଟର : ସୁଶାନ୍ତ କୁମାର ବେହେରା, ଜିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେର
ବୌଦ୍ଧ,(ଆଜତକ୍ ଓଡ଼ିଶା) ବୌଦ୍ଧ, ବାଉଁସୁଣୀ ଅଂଚଳ ରୁ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଏକ ଟାଟା ଏସି ଗାଡି ସହ ବିପୁଳ ପରିମାଣର ଗଞ୍ଜେଇ ବୌଦ୍ଧ ଅବକାରୀ ବିଭାଗ ଜବତ୍ କରିଥିବା ଜଣା ପଡିଛି । ସୂଚନା ମତେ ଆଜି ବୌଦ୍ଧ ବାଉଁସୁଣୀ ଅଂଚଳ ରୁ ଅନଗୁଳ ଜିଲ୍ଳା ବଇଣ୍ଡା ଅଂଚଳର ଜିତୁ ପୋଢ ନାମକ ଜଣେ ଯୁବକ OD 19 R 6073 ନମ୍ବର ଏକ ଟାଟା ଏସିଇ ଗାଡି ଯୋଗେ ଗଞ୍ଜେଇ ନେଇ ଯାଉଥିବା ବେଳେ ୫୭ ନମ୍ବର ଜାତୀୟ ଜହ୍ନାପାଙ୍କ ନିକଟରେ ନିକଟରେ କୌଣସି ସୂତ୍ରରୁ ବୌଦ୍ଧ ଅବକାରୀ ବିଭାଗ ଖବର୍ ପାଇ ଧରିଥିଲେ । ଧରା ପଡିଥିବା ଗଞ୍ଜେଇ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଓଜନ ହେବା ପରେ ୧୨୫କିଲୋ ପରିମାଣ ବୋଲି ଜଣାପଡ଼ିଛି । ଟାଟା ଏସି ଜବଦ କରିବା ସହିତ ଚାଲାଣ କରୁଥିବା ବ୍ୟକ୍ତି କୁ ଅବକାରିବିଭାଗ ଗିରଫ କରି ଅଧିକତଥ୍ୟ ସଂଗ୍ରହ ପାଇଁ ତଦନ୍ତ ଚଳାଇଛି।
Post a Comment