ବଲାଙ୍ଗୀର,(ଆଜତକ୍ ଓଡ଼ିଶା) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବଲାଙ୍ଗୀର ଜିଲ୍ଲା ଗସ୍ତକୁ ବିରୋଧ କରି ଆଜି କଂଗ୍ରେସ ନେତା ଓ କର୍ମୀ ମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ଜିଲ୍ଲାରେ ବହୁ ଉନ୍ନୟନମୂଳକ ପ୍ରକଳ୍ପ କାମ ଠପ ପଡ଼ିଥିବା ସେମାନେ ଅଭିଯୋଗ କରିଛନ୍ତି । ଅପରପକ୍ଷରେ ପାଟଣାଗଡ଼ ଠାରେ ବିକ୍ଷୋଭ କରୁଥିବା କେତେକ କଂଗ୍ରେସ କର୍ମୀ ମାନଙ୍କୁ ପୁଲିସ ଉଠାଇ ନେଇଛି ।
ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବିରୋଧରେ କଂଗ୍ରେସର ଧାରଣା
ଆଜତକ ଓଡ଼ିଶା
0
Post a Comment