ବୌଦ୍ଧ-୧୬/୦୭ (ଆଜତକ୍ ଓଡ଼ିଶା) ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଲାଞ୍ଚୁଆ ଆର୍. ଆଇ। ଆଜି ଜମି ଡିମାର୍କକେସନ କରିବା ପାଇଁ ସୁଶାନ୍ତ ଥାର୍ଟି ନାମକ ଜୈନିକ ବ୍ୟକ୍ତିଙ୍କ ଠାରୁ ୧୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ପୂର୍ବ ଯୋଜନା ମୁତାବକ ଛକି ବସିଥିବା ବୌଦ୍ଧ ଭିଜିଲାନ୍ସ ଟିମ୍ ହାବୁଡରେ ପଡିଛନ୍ତି ବୌଦ୍ଧ ତହସିଲ ଅନ୍ତର୍ଗତ ଦହ୍ୟା ଆର୍.ଆଇ ଗଜେନ୍ଦ୍ର ଦିଗାଲ୍ ।
ବୌଦ୍ଧରୁ ହୃଦାନନ୍ଦ ମେହେରଙ୍କ ରିପୋର୍ଟ, ଆଜତକ ଓଡ଼ିଶା
Post a Comment