ନୂଆପଡା,ସିନାପାଲି (ପରମେଶ୍ୱର ମେହେର) ଆଜି ସ୍ୱର ସଙ୍ଗମ କଲା ପରିଷଦ ଓ ପିରାମଲ ଫାଉଣ୍ଡେସନ ର ମିଳିତ ଆନୁକୂଲ୍ୟ ରେ, ଶିକ୍ଷା ଓ ବିଦ୍ୟାଳୟ ପଠନ ଉପରେ ସଚେତନତା ଆଣିବା ଦିଗରେ ଏକ ଅଭିନବ ପ୍ରୟାଶ କରା ଯାଇଅଛି। ସିଙ୍ଗଝର ଉ:ପ୍ରା: ବିଦ୍ୟାଳୟ ର ୫ ଜଣ ଛାତ୍ରୀ ଓ ଦୁଇ ଜଣ ଛାତ୍ର କଣ୍ଠ ରୁ , "ଚାଲ ଯିବା ସ୍କୁଲ ଫେରି" ନାମକ ଏକ ସଂଗୀତ ପ୍ରସ୍ତୁତ ହୋଇ ଚି । ଏହି ଗୀତ ମାଧ୍ୟମରେ ପିଲାମାନଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବାକୁ ପ୍ରୟାଶ କରା ଯାଇଛି । ଏହି ଗୀତ ଟି ର ଲେଖା ଓ ସଂଗୀତ ର ଭାର ଭି ଶଙ୍କର ତୋଳାଇଥିବା ବେଳେ, ଶ୍ରୀ ତ୍ରିନାଥ ମେହେର ବାଦ୍ୟ ସଂଯୋଜନା କରିଛନ୍ତି । ଗୀତଟିକୁ ଟିଙ୍କି ବୈଠାରୁ, ଡିଲେଶ୍ଵରୀ ବୈଠାରୁ, ଡୋଳେଶ୍ୱରୀ ବୈଠାରୁ, ଭାରତୀ ସତନାମି, ଲୋକେଶ୍ବରୀ ବୈଠାରୁ, କୁମୁଦ ବୈଠାରୁ, ଓ ହିତେଶ ବାଗ୍ କୋରଶ ଗାଇଥିବା ବେଳେ, ତସ୍ମିନ ଭାଇ ରେକର୍ଡିଙ୍ଗ ଦାଇତ୍ୱ ନେଇଥିଲେ । ସରକାରୀ ଉ:ପ୍ରା: ବିଦ୍ୟାଳୟ ସିଙ୍ଗଝର ପକ୍ଷରୁ ପ୍ରଧାନ ଶିକ୍ଷକ ଶ୍ରୀ ବିସ୍ମନ୍ତ ଭୋଇ ଓ ଗୌତମ ମେହେର ସମ୍ପୂର୍ଣ ସହଯୋଗ କରି ଥିବା ବେଳେ , ପିରାମଲ ଫାଉଣ୍ଡେସନ ପକ୍ଷରୁ ଶ୍ରୀ ଦେବାଶିଷ ଘୋଷ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଏହି ଗୀତ ଶୁଣି ଅବିଭାବକ ମାନେ ନିଜ ପିଲା ମାନଙ୍କୁ ବିଦ୍ୟାଳୟ ପଠାଇ ବା ପାଇଁ ଉତ୍ସାହିତ ହୋଇଛନ୍ତି ।

Post a Comment