କଣ୍ଟାବାଞ୍ଜି : ୧୪/୦୯ (ଆଜତକ ଓଡ଼ିଶା) ବଲାଙ୍ଗିର ଜିଲ୍ଲାର ତୁରେକେଲା ବ୍ଲକ ଅନ୍ତର୍ଗତ ଚଟୁଅନକା ଗ୍ରାମର ସମାଜ ସେବୀ ଓ ଆଜତକ୍ ଓଡ଼ିଶା ୱେବ୍ ମିଡ଼ିଆ ସମ୍ପାଦକ ବିଶିକେସନ ମାଝୀ ଦୀର୍ଘ ୪ବର୍ଷ ଧରି ବିଭିନ୍ନ ସମସ୍ୟା ଉପରେ ଖବର ପ୍ରସାରିତ କରି ଅନେକ ସମସ୍ୟା କୁ ସମାଧାନ କରୁଥିବା ସହ ଅନେକ ସମୟରେ ରକ୍ତ ଦାନ କରି ସମାଜ ସେବାକରୁଥିବା ଜାଣି ଆଦ୍ରପ୍ରଦେଶର ସାମାଜିକ ଅନୁଷ୍ଠାନ ସଚ୍ଚୋଟତା, ନି ସ୍ୱାର୍ଥପର ସେବା ସହିତ ସମାଜରେ ଉତ୍ତମତାର ଉଦାହରଣ, ଏବଂ ମୋ ସେବାକୁ ସ୍ୱୀକୃତି ଦେଇ ମନମ ଫାଉଣ୍ଡେସନ୍ ତରଫରୁ ମଦର ଟେରେସା ଆଜୀବନ ସଫଳତା ପୁରସ୍କାର ପ୍ରଦାନ କରି ଶୁଭ କାମନା ଜଣାଇ ଥିଲେ । ବିଶିକେସନ ମାଝୀ ସମ୍ମାନ ପାଇଁ ଖୁସି ହୋଇ କହିଛନ୍ତି ଏହା ମୋ ପାଇଁ ଭଗବାନଙ୍କର ଉପହାର ମନମ ଫାଉଣ୍ଡେସନ ଚେୟାରମ୍ୟାନ ଡାକ୍ତର କ.ଚକ୍ରବର୍ତୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

Post a Comment