ନୂଆପଡା (ପରମେଶ୍ୱର ମେହେର) ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ନୀଳଜି ସରସ୍ବତୀ ମନ୍ଦିର ର ପରିଚାଳନା କମିଟି ଓଡିଶା ଶିକ୍ଷା ବିକାଶ ସମିତି ର କାର୍ଯ୍ୟକର୍ତା ତଥା ନୂଆପଡା ବିଭାଗ ପ୍ରମୁଖ ଶ୍ରୀଯୁକ୍ତ ଯୁବରାଜ କୁଦେଇ ଙ୍କ ତତ୍ୱବଧାନରେ ଗଠିତ ହୋଇ ଯାଇଛି। ଏହି ନୂତନ ପରିଚାଳନା କମିଟିର ସଭାପତି ଭାବରେ ଶ୍ରୀଯୁକ୍ତ ସତ୍ୟବ୍ରତ ଗହୀର, ଉପ ସଭାପତି ଶ୍ରୀ ଶୋଭାରମ ଦଣ୍ଡସେନା, ସମ୍ପାଦକ ଶ୍ରୀ ଲକ୍ଷ୍ମଣ ପ୍ରଧାନ, ସହ ସମ୍ପାଦକ ଶ୍ରୀ କୁମ୍ଭ ବାଗ, କୋଷାଧକ୍ଷ ଶ୍ରୀ ଓଂକାର ପାଣ୍ଡେ, ମନୋନୀତ ହୋଇଛନ୍ତି। ଆଦିବାସୀ ମହିଳା ସଭ୍ୟା ଭାବରେ ଶ୍ରୀମତୀ କୁମାରୀ ମାଝୀ, ହରିଜନ ମହିଳା ସଭ୍ୟା ଶ୍ରୀମତୀ ଲୋଭନୀ ତାଣ୍ଡି ଏବଂ ଆଚାର୍ଯ୍ୟ ପ୍ରତିନିଧି ଭାବରେ ଶ୍ରୀ ସରୋଜ ସୁନାନୀ ମନୋନୀତ ହୋଇଛନ୍ତି। ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ପ୍ରଶାନନ୍ଦ କୁମ୍ଭାର ସଭାକାର୍ଯ୍ୟ ପରିଚାଳନା କରିଥିଲେ । ଏହି ବୈଠକରେ ପୂର୍ବତନ ସମ୍ପାଦକ ତାରାଚନ୍ଦ୍ର ପ୍ରଧାନ, ପୂର୍ବତନ କୋଷାଧକ୍ଷ ଦୀପକ ସା, ଅଭିଭାବକ ଶ୍ରୀଯୁକ୍ତ ଗିରିଧାରୀ ତାଣ୍ଡି, ସୁରେଶ ଖମାରି, ହୀରାଲାଲ ନିଆଲଲତିକା ନିଆଲ, ଏବଂ ସମସ୍ତ ଆଚାର୍ଯ୍ୟ, ଆଚାର୍ଯ୍ୟା ଉପସ୍ଥିତ ଥିଲେ। ସଭାଶେଷରେ ଶ୍ରୀ ଲକ୍ଷଣ ପ୍ରଧାନ ଅତିଥିଗଣ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Post a Comment